Why Keonjhar's Famous Rath Never Gets the Traditional Dakshina Moda Before Bahuda Yatra

Jul 22, 2026 - 09:16
Why Keonjhar's Famous Rath Never Gets the Traditional Dakshina Moda Before Bahuda Yatra

#ଏଇଠି_ହୁଏନି_ଦକ୍ଷିଣ_ମୋଡ଼
ଆଉ ଦିନକ ପରେ ବାହୁଡ଼ା ଯାତ୍ରା । ଯାତ୍ରା ପୂର୍ବରୁ ସବୁ ଯାଗାରେ ରଥକୁ ଦକ୍ଷିଣ ମୋଡ କରାଯାଇଥାଏ । ହେଲେ କେନ୍ଦୁଝରର ବିଶ୍ବ ପ୍ରସିଦ୍ଧ ବୃହତ୍ତମ ରଥର ଦକ୍ଷିଣ ମୋଡ଼ ହୁଏନି। ଏଠାକାର ରୀତି, ନୀତି ଓ ପରମ୍ପରା ଅନୁଯାୟୀ ଏହି ବିଶାଳ ରଥର ମୋଡ଼ ବଦଳେ ନାହିଁ। ଏଠାରେ କେବଳ ରଥ ଉପରେ ଥିବା ଆସ୍ଥାନକୁ ଉତ୍ତର ମୋଡ କରାଯାଏ। କାରଣ କେନ୍ଦୁଝର ରଥ ସମୟରେ ରଥ ଉତ୍ତର ଦିଗରୁ ଦକ୍ଷିଣ ଦିଗକୁ ମାଉସୀ ମା ଘରକୁ ଯାଇଥାଏ। ଆଉ ବାହୁଡାରେ ଦକ୍ଷିଣରୁ ଉତ୍ତର ଦିଗକୁ ଆସେ ତେଣୁ ଏଠାରେ ଦକ୍ଷିଣ ମୋଡ ନହୋଇ ଆସ୍ଥାନ ଉତ୍ତର ମୋଡ ହୋଇଥାଏ ଓ ତା ସହ ରଥ ରେ ଥିବା ସମସ୍ତ ପାର୍ଶ୍ବ ଦେବତା ମାନଙ୍କର ମଧ୍ୟ ଉତ୍ତର ମୋଡ ବା ଦିଗ ପରିବର୍ତ୍ତନ ହୋଇଥାଏ। ବାହୁଡ଼ା ପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟୟରେ ପହଞ୍ଚିଛି । ଖାଲି ଅପେକ୍ଷା ବାହୁଡ଼ା ଯାତ୍ରାକୁ।...
#Keonjhar#BahudaYatra#RathYatra#JagannathCulture#OdishaTradition#TempleRituals#Jagannath#OdishaNews#Odisha#OdishaTV#OTV

A unique tradition sets Keonjhar's world-famous giant Rath apart from other Rath Yatras in Odisha. Ahead of the Bahuda Yatra, the chariot is not given the customary Dakshina Moda (southward turn). According to the temple's age-old rituals and traditions, only the Aasthana on the chariot and the accompanying deities are turned northward. Since the Rath travels from north to south during the Rath Yatra and returns from south to north during the Bahuda Yatra, the chariot itself does not change direction. Preparations for the Bahuda Yatra have reached the final stage, with devotees eagerly awaiting the grand return journey.

For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M

OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.

Stay tuned for all the breaking news !

Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/

#OdishaTV#OTV

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।