Virat Kohli: ଚାକିରି ଖୋଜୁଛନ୍ତି କି କ୍ରିକେଟର ବିରାଟ କୋହଲି ?

Oct 18, 2026 - 22:41
Virat Kohli: ଚାକିରି ଖୋଜୁଛନ୍ତି କି କ୍ରିକେଟର ବିରାଟ କୋହଲି ?

"କ୍ରିକେଟ ପଡ଼ିଆ ହେଉ ବା ବିଜନେସ ମଇଦାନ।

ସବୁଠି ସୁପରହିଟ୍‌ ବିରାଟ କୋହଲି।

ରନ୍‌ ଚେଜ୍‌ରେ ମାଷ୍ଟର କିଙ୍ଗ କୋହଲି ନିଜ ବ୍ୟବସାୟ ପାଇଁ ମଧ୍ୟ କରିଛନ୍ତି ବଡ଼ ରଣନୀତି।

କ୍ରିକେଟ ପଡ଼ିଆରେ ବିରାଟ କୋହଲିଙ୍କ ଦବଦବା କାହାକୁ ବା ଅଜଣା।

ଭାରତୀୟ କ୍ରିକେଟର ଷ୍ଟାର ଭାବେ ଖବରକାଗଜ ଓ ସୋସିଆଲ୍ ମିଡିଆ ସବୁଠି ବିରାଟଙ୍କୁ ନେଇ ଚର୍ଚ୍ଚା ଲାଗିରହିଥାଏ।

କିନ୍ତୁ ଏବେ ବିରାଟଙ୍କୁ ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା କ୍ରିକେଟ ପାଇଁ ନୁହେଁ।

ବରଂ ତାଙ୍କ ଲିଙ୍କ୍‌ଡଇନ୍‌ ପ୍ରୋଫାଇଲ୍‌କୁ ନେଇ ଚର୍ଚ୍ଚା ବଢ଼ିଛି।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)