Video goes viral ?: ଯିଏ ଦେଖିଲା ସିଏ କହିଲା ଏମିତି କାମ କେମିତି କଲ?
ପ୍ରତିଦିନ ସୋସିଆଲ ମିଡିଆ ଖୋଲିଲେ କିଛି ନା କିଛି ଅଜବ ଦୃଶ୍ୟ ଦେଖିବାକୁ ମିଳୁଛି।
ଆଉ ମେଟ୍ରୋ ଓ ଟ୍ରେନର କଥା କହିଲେ ନ ସରେ।
କେତେବେଳେ ଚୋରି ତ ଆଉ କେତେବେଳେ ଯାତ୍ରୀଙ୍କ ଅସ୍ୱାଭାବିକ ଆଚରଣର ଭିଡିଓ ସାମ୍ନାକୁ ଆସୁଛି।
ଏସବୁ ଭିତରେ ନିକଟରେ ମେଟ୍ରୋ ଭିତରେ ଜଣେ ମହିଳାଙ୍କ ଅଜବ କାର୍ଯ୍ୟକଳାପ ଏବେ ଚର୍ଚ୍ଚାରେ ରହିଛି।
ମହିଳାଙ୍କ ଏଭଳି ଅନ୍ଦାଜ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
