Venezuela Earthquake: ଭୟଙ୍କର ପ୍ରଳୟରେ ଛାରଖାର ଭେନେଜୁଏଲା, ମାଟି ତଳେ ଦବିଗଲା ଅନେକ ଜୀବନ

Jun 29, 2026 - 15:50
Venezuela Earthquake: ଭୟଙ୍କର ପ୍ରଳୟରେ ଛାରଖାର ଭେନେଜୁଏଲା, ମାଟି ତଳେ ଦବିଗଲା ଅନେକ ଜୀବନ

"ନୂଆଦିଲ୍ଲୀ: ଯେଉଁ ଘରେ କିଛି ସମୟ ପୂର୍ବରୁ ହସର ଶବ୍ଦ ଶୁଣାଯାଉଥିଲା ସେହି ଘର ଆଜି ଧ୍ୱଂସସ୍ତୂପ।

ଯେଉଁ ମା' ସନ୍ତାନକୁ କୋଳରେ ଧରି ଭବିଷ୍ୟତର ସ୍ୱପ୍ନ ଦେଖୁଥିଲେ ସେ ଆଜି ସେହି ସନ୍ତାନକୁ ମାଟି ତଳେ ଖୋଜୁଛନ୍ତି।

କେହି ନିଜ ବାପାଙ୍କୁ ହରାଇଛି, କେହି ନିଜ ସନ୍ତାନକୁ...

ଆଉ କେହି ଗୋଟିଏ କ୍ଷଣରେ ନିଜର ସମଗ୍ର ପରିବାରକୁ।

ପ୍ରକୃତି ଯେତେବେଳେ ତାଣ୍ଡବ ରଚେ ସେତେବେଳେ ସେ ନା ଧନୀକୁ ଚିହ୍ନେ...

ନା ଗରିବକୁ।

ନା ପଦବୀକୁ ଦେଖେ...

ନା ପରିଚୟକୁ।

ତା'ର କରାଳ ରୂପ ସମସ୍ତଙ୍କୁ ସମାନ ଭାବରେ ଗ୍ରାସ କରେ।

ଠିକ୍ ସେହିଭଳି ଏକ ଭୟଙ୍କର ବିପର୍ଯ୍ୟୟ ଆଜି ଭେନେଜୁଏଲାକୁ କାନ୍ଦାଇ ଦେଇଛି।Advertisment "