Trade Pact: କାନାଡ଼ା-ଆମେରିକା ବାଣିଜ୍ୟ ରାଜିନାମା ଶୀଘ୍ର

Nov 03, 2026 - 21:11
Trade Pact: କାନାଡ଼ା-ଆମେରିକା ବାଣିଜ୍ୟ ରାଜିନାମା ଶୀଘ୍ର

ୱାସିଂଟନ: କାନାଡ଼ା ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ନିକଟ ଅତୀତରେ ଖରାପ ହୋଇଥିବା ସମ୍ପର୍କ ସୁଧୁରିବାକୁ ଯାଉଛି।

କାନାଡ଼ା ସହିତ ବାଣିଜ୍ୟ ରାଜିନାମା କରିବା ପାଇଁ ଆମେରିକା ନିକଟତର ହୋଇଛି।

କାନାଡ଼ା ଭାରି ଭଲ।

ଆମେ ତାହା ସହିତ ଶୀଘ୍ର ଏକ ରାଜିନାମା କରିବାକୁ ଯାଉଛି ବୋଲି ଫକ୍ସ ନ୍ୟୁଜ୍‌କୁ ସାକ୍ଷାତ୍‌କାରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ବିଗତ କିଛିମାସ ମଧ୍ୟରେ ଉଭୟ ଆମେରିକା ଓ କାନାଡ଼ା ପରସ୍ପର ଉପରେ ବିପୁଳ ମାତ୍ରାର ଶୁଳ୍କ ଲଗାଇଛନ୍ତି।

Advertisment ୩ ତାରିଖର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ କାନାଡ଼ା ନିକଟବର୍ତ୍ତୀ ଆମେରିକାର ପ୍ରଦେଶଗୁଡ଼ିକ ପାଇଁ ଏହା ଏକ ବଡ଼ ପ୍ରସଙ୍ଗ ହୋଇଛି।

ତେବେ ଟ୍ରମ୍ପ ଓ କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ବାଣିଜ୍ୟ ରାଜିନାମା ସଂପର୍କରେ ମୁହଁ ଖୋଲିଛନ୍ତି।

ବାଣିଜ୍ୟ ରାଜିନାମା ଆମ ଦେଶର କୃଷକମାନଙ୍କ ପାଇଁ ଅତ୍ୟନ୍ତ ଭଲ ହେବ ବୋଲି ଟ୍ରମ୍ପ କହିଛନ୍ତି।

ସେହିଭଳି କାର୍ନି କହିଛନ୍ତି ଯେ ଆମର ପ୍ରତିନିଧି ମଣ୍ଡଳୀ ଆଗାମୀ ସପ୍ତାହରେ ଏଥିପାଇଁ କାର୍ଯ୍ୟ କରିବେ। canada: କାନାଡ଼ାରେ ନିଜାର ହତ୍ୟା ପାଇଁ ନିଜକୁ ଦାୟୀ କଲା ଗୋଲ୍ଡି ବ୍ରାର୍‌

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)