Today Panchang 5th Aug 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୫ ବୁଧବାର । ଚନ୍ଦ୍ର – ମେଷ ଅହୋରାତ୍ର । ତିଥି - ୭ମୀ ରାତ୍ରି ୦୮.୪୨ ଗତେ ୮ମୀ । ଘାତଚନ୍ଦ୍ର - ମେଷ ରାଶିର ଅହୋରାତ୍ର । ଘାତବାର – କର୍କଟ ରାଶିର । ପୁଷ୍କରଦୋଷ - ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ରାତ୍ରି ୦୮.୪୨ ପର୍ଯ୍ୟନ୍ତ ।
ଶୁଭ ସମୟ-
ପ୍ରାତଃ – ୦୫.୨୭ ରୁ ୦୭.୧୦
ଦିବା – ୧୦.୧୬ ରୁ ୧୧.୨୬
ଦିବା - ୦୨.୦୦ ରୁ ୦୫.୨୬
ସନ୍ଧ୍ୟା – ୦୭.୦୨ ରୁ ୧୦.୪୫
ରାତ୍ରି – ୦୧.୪୪ ରୁ ୦୨.୪୦
ରାତ୍ରି - ୦୪.୦୪ ରୁ ୦୫.୨୭
ଅଶୁଭ ସମୟ-
ରାହୁକାଳ - ଦିବା ୧୧.୫୨ ରୁ ୦୧.୨୮
କାଳବେଳା - ଦିବା ୦୮.୪୦ ରୁ ୧୦.୧୬
ବାରବେଳା - ଦିବା ୧୧.୫୨ ରୁ ୦୧.୨୮
କାଳରାତ୍ରି – ରାତ୍ରି ୦୨.୪୦ ରୁ ୦୪.୦୪
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।