Today Panchang 4th Aug 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Aug 04, 2026 - 09:10
Today Panchang 4th Aug 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୪ ମଙ୍ଗଳବାର।
ଚନ୍ଦ୍ର – ମୀନ ରାତ୍ରି ୦୯.୫୩ ଗତେ ମେଷ 
ତିଥି -  ୬ଷ୍ଠୀ ରାତ୍ରି ୧୦.୦୩ ଗତେ ୭ମୀ 
ଘାତଚନ୍ଦ୍ର – ଧନୁ ରାଶିର,ରାତ୍ରି ୦୯.୫୩ ଗତେ ମେଷ ରାଶିର 
ଘାତବାର – ମକର ରାଶିର
ପୁଷ୍କରଦୋଷ – ୧ପାଦ-କୃଷିହାନି-ଭୂମିଦାନ ରାତ୍ରି ୧୦.୦୩ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ 

ଶୁଭ ସମୟ-

ଦିବା – ୦୮.୩୯ ରୁ ୧୦.୩୫
ଦିବା – ୦୧.୦୯ ରୁ ୦୧.୨୯
ଦିବା - ୦୪.୪୧ ରୁ ୦୫.୨୬
ସନ୍ଧ୍ୟା – ୦୬.୧୮ ରୁ ୦୭.୦୨
ରାତ୍ରି – ୦୯.୧୬ ରୁ ୧୧.୩୦
ରାତ୍ରି - ୦୧.୪୪ ରୁ ୦୩.୧୩

ଅଶୁଭ ସମୟ-

ରାହୁକାଳ - ଦିବା ୦୩.୦୫ ରୁ ୦୪.୪୧
କାଳବେଳା - ଦିବା ୦୧.୨୯ ରୁ ୦୩.୦୫
ବାରବେଳା - ପ୍ରାତଃ ୦୭.୦୩ ରୁ ୦୮.୩୯
କାଳରାତ୍ରି – ରାତ୍ରି ୦୭.୪୧ ରୁ ୦୯.୦୫

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।