Today Panchang 28th June 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Jun 28, 2026 - 09:02
Today Panchang 28th June 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ମିଥୁନ ମାସ ଜ୍ୟେଷ୍ଠ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୨୮ ରବିବାର । ଚନ୍ଦ୍ର – ବିଛା ରାତ୍ରି ୦୧.୦୮ ଗତେ ଧନୁ । ତିଥି - ୧୪ଶୀ ରାତ୍ରି ୦୩.୦୬ ଗତେ ପୂର୍ଣ୍ଣିମା । ଘାତଚନ୍ଦ୍ର – ରାତ୍ରି ୦୧.୦୮ ଗତେ ତୁଳା ଓ କୁମ୍ଭ ରାଶିର । ଘାତବାର – ମେଷ । ପୁଷ୍କରଦୋଷ – ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ-
ପ୍ରାତଃ – ୦୬.୫୯ ରୁ ୦୯.୩୮
ଦିବା – ୦୧.୨୮ ରୁ ୦୨.୫୪
ଦିବା – ୦୪.୪୦ ରୁ ୦୪.୪୬
ସନ୍ଧ୍ୟା – ୦୬.୨୫ ରୁ ୦୭.୫୨
ରାତ୍ରି – ୧୦.୪୫ ରୁ ୧୨.୫୪
ଅଶୁଭ ସମୟ-
ରାହୁକାଳ - ଦିବା ୦୪.୪୬ ରୁ ୦୬.୨୫
କାଳବେଳା - ଦିବା ୧୧.୪୯ ରୁ ୦୧.୨୮
ଇାରବେଳା - ଦିବା ୧୦.୧୦ ରୁ ୧୧.୪୯
କାଳରାତ୍ରି – ରାତ୍ରି ୦୧.୧୧ ରୁ ୦୨.୩୨