Today Panchang 25th June 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Jun 25, 2026 - 08:18
Today Panchang 25th June 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ମିଥୁନ ମାସ ଜ୍ୟେଷ୍ଠ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୨୫ ଗୁରୁବାର । ଚନ୍ଦ୍ର – ତୁଳା ଅହୋରାତ୍ର । ତିଥି - ୧୧ଶୀ ରାତ୍ରି ୦୮.୦୯ ଗତେ ୧୨ଶୀ । ଘାତଚନ୍ଦ୍ର – ନାସ୍ତି । ଘାତବାର – ତୁଳା ଓ କୁମ୍ଭ ରାଶିର । ପୁଷ୍କରଦୋଷ – ଦିବା ୦୪.୨୯ ଗତେ ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୮.୦୯ ଗତେ ୨ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ।
ଶୁଭ ସମୟ-
ପ୍ରାତଃ – ୦୫.୧୩ ରୁ ୦୬.୦୬
ଦିବା – ୦୯.୩୭ ରୁ ୧୧.୨୨
ସନ୍ଧ୍ୟା – ୦୭.୦୮ ରୁ ୦୯.୧୮
ରାତ୍ରି – ୦୧.୧୦ ରୁ ୦୨.୨୦
ରାତ୍ରି – ୦୩.୪୭ ରୁ ୦୫.୧୩
ଅଶୁଭ ସମୟ-
ରାହୁକାଳ - ଦିବା ୦୧.୨୮ ରୁ ୦୩.୦୭
କାଳବେଳା - ଦିବା ୦୩.୦୭ ରୁ ୦୪.୪୬
ଇାରବେଳା - ଦିବା ୦୪.୪୬ ରୁ ୦୬.୨୫
କାଳରାତ୍ରି – ରାତ୍ରି ୧୧.୪୯ ରୁ ୦୧.୧୦