Today Panchang 20th November 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Nov 20, 2026 - 08:35
Today Panchang 20th November 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ବିଛା ମାସ କାର୍ତ୍ତିକ ଶୁକ୍ଳପକ୍ଷ ।

ଇଂରାଜୀରେ ତାରିଖ ୨୦ ଶୁକ୍ରବାର ।

ଚନ୍ଦ୍ର – ମୀନ ଅହୋରାତ୍ର ।

ତିଥି - ୧୦ମୀ ପ୍ରାତଃ ୦୭.୧୫ ଗତେ ୧୧ଶୀ ।

ଘାତଚନ୍ଦ୍ର - ଧନୁ ରାଶିର ଅହୋରାତ୍ର ।

ଘାତବାର – ବିଛା,ଧନୁ ଓ ମୀନ ରାଶିର ।

ପୁଷ୍କରଦୋଷ - ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ପ୍ରାତଃ ୦୬.୫୫ ପର୍ଯ୍ୟନ୍ତ ।

ଶୁଭ ସମୟ- ପ୍ରାତଃ - ୦୬.୦୧ ରୁ ୦୬.୪୫ ପ୍ରାତଃ - ୦୭.୨୯ ରୁ ୦୮.୪୬ ଦିବା - ୧୧.୫୪ ରୁ ୦୨.୫୦ ଦିବା - ୦୩.୩୪ ରୁ ୦୫.୦୨ ସନ୍ଧ୍ୟା - ୦୫.୫୪ ରୁ ୦୮.୧୭ ରାତ୍ରି - ୧୧.୫୮ ରୁ ୦୧.୪୨ ରାତ୍ରି - ୦୨.୩୪ ରୁ ୦୪.୧୮ ଅଶୁଭ ସମୟ- ରାହୁକାଳ - ଦିବା ୧୦.୦୯ ରୁ ୧୧.୩୨ କାଳବେଳା - ଦିବା ୧୦.୦୯ ରୁ ୧୧.୩୨ ବାରବେଳା - ଦିବା ୦୮.୪୬ ରୁ ୧୦.୦୯ କାଳରାତ୍ରି – ରାତ୍ରି ୦୮.୧୭ ରୁ ୦୯.୫୪ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)