Today Panchang 19th November 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ବିଛା ମାସ କାର୍ତ୍ତିକ ଶୁକ୍ଳପକ୍ଷ ।
ଇଂରାଜୀରେ ତାରିଖ ୧୯ ଗୁରୁବାର।
ଚନ୍ଦ୍ର – କୁମ୍ଭ ରାତ୍ରି ୧୨.୪୮ ଗତେ ମୀନ।
ତିଥି - ୯ମୀ ପ୍ରାତଃ ୦୭.୦୬ ଗତେ ୧୦ମୀ।
ଘାତଚନ୍ଦ୍ର - ମିଥୁନ ଓ ମୀନ ରାଶିର, ରାତ୍ରି ୧୨.୪୮ ଗତେ ଧନୁ ରାଶିର।
ଘାତବାର – ତୁଳା ଓ କୁମ୍ଭ ରାଶିର।
ପୁଷ୍କରଦୋଷ - ପ୍ରାତଃ ୦୬.୧୦ ଗତେ ୧ପାଦ- କୁଟୁମ୍ବହାନି- ତିଳକାଞ୍ଚନ ଦାନ ଶୁଭ ସମୟ- ପ୍ରାତଃ - ୦୬.୦୧ ରୁ ୦୭.୨୯ ସନ୍ଧ୍ୟା - ୦୫.୫୪ ରୁ ୦୯.୨୨ ରାତ୍ରି - ୦୧.୦୯ ରୁ ୦୩.୨୫ ରାତ୍ରି - ୦୪.୧୭ ରୁ ୦୬.୦୧ ଅଶୁଭ ସମୟ- ରାହୁକାଳ - ଦିବା ୧୨.୫୪ ରୁ ୦୨.୧୭ କାଳବେଳା - ଦିବା ୦୨.୧୭ ରୁ ୦୩.୪୦ ବାରବେଳା - ଦିବା ୦୩.୪୦ ରୁ ୦୫.୦୨ କାଳରାତ୍ରି – ରାତ୍ରି ୧୧.୩୨ ରୁ ୦୧.୦୯ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
