Today Panchang 19th July 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Jul 19, 2026 - 09:08
Today Panchang 19th July 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ମିଥୁନ ମାସ ଆଷାଢ ଶୁକ୍ଳପକ୍ଷ । ଇଂରାଜୀରେ ତାରିଖ ୧୯ ରବିବାର । ଚନ୍ଦ୍ର – କନ୍ୟା ଅହୋରାତ୍ର । ତିଥି – ୬ଷ୍ଠୀ ରାତ୍ରି ୦୩.୩୦ ଗତେ ୭ମୀ । ଘାତଚନ୍ଦ୍ର – ବୃଷ ରାଶିର ଅହୋରାତ୍ର । ଘାତବାର – ମେଷ ରାଶିର । ପୁଷ୍କରଦୋଷ – ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ରାତ୍ରି ୦୪.୦୩ ପର୍ଯ୍ୟନ୍ତ ।
ଶୁଭ ସମୟ-
ପ୍ରାତଃ – ୦୫.୨୧ ରୁ ୦୬.୫୯
ଦିବା – ୧୦.୩୪ ରୁ ୦୧.୧୧
ଦିବା – ୦୪.୪୬ ରୁ ୦୫.୩୨
ସନ୍ଧ୍ୟା – ୦୭.୦୮ ରୁ ୦୯.୧୯
ରାତ୍ରି – ୧୧.୫୩ ରୁ ୦୨.୨୬
ଅଶୁଭ ସମୟ-
ରାହୁକାଳ - ଦିବା ୦୪.୪୬ ରୁ ୦୬.୨୪
କାଳବେଳା - ଦିବା ୧୧.୫୨ ରୁ ୦୧.୩୦
ବାରବେଳା - ଦିବା ୧୦.୧୫ ରୁ ୧୧.୫୨
କାଳରାତ୍ରି – ରାତ୍ରି ୦୧.୧୫ ରୁ ୦୨.୩୭

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।