Today Panchang 18th November 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ବିଛା ମାସ କାର୍ତ୍ତିକ ଶୁକ୍ଳପକ୍ଷ ।
ଇଂରାଜୀରେ ତାରିଖ ୧୮ ବୁଧବାର ।
ଚନ୍ଦ୍ର – କୁମ୍ଭ ଅହୋରାତ୍ର ।
ତିଥି - ୮ମୀ ପ୍ରାତଃ ୦୬.୦୫ ଗତେ ୯ମୀ ।
ଘାତଚନ୍ଦ୍ର - ମିଥୁନ ଓ ମୀନ ରାଶିର ଅହୋରାତ୍ର ।
ଘାତବାର – କର୍କଟ ରାଶିର ।
ପୁଷ୍କରଦୋଷ - ନାସ୍ତି ।
ଶୁଭ ସମୟ- ପ୍ରାତଃ - ୦୬.୦୦ ରୁ ୦୮.୧୨ ଦିବା - ୧୦.୨୫ ରୁ ୧୧.୩୧ ଦିବା - ୦୧.୨୨ ରୁ ୦୩.୩୪ ସନ୍ଧ୍ୟା - ୦୫.୫୪ ରୁ ୦୬.୪୬ ରାତ୍ରି - ୦୮.୩୦ ରୁ ୦୨.୪୬ ରାତ୍ରି - ୦୪.୨୩ ରୁ ୦୬.୦୧ ଅଶୁଭ ସମୟ- ରାହୁକାଳ - ଦିବା ୧୧.୩୧ ରୁ ୧୨.୫୪ କାଳବେଳା - ଦିବା ୦୮.୪୬ ରୁ ୧୦.୦୮ ବାରବେଳା - ଦିବା ୧୧.୩୧ ରୁ ୧୨.୫୪ କାଳରାତ୍ରି – ରାତ୍ରି ୦୨.୪୬ ରୁ ୦୪.୨୩ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
