Today Panchang 15th November 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
ସୌର ତୁଳା ମାସ କାର୍ତ୍ତିକ ଶୁକ୍ଳପକ୍ଷ।
ଇଂରାଜୀରେ ତାରିଖ ୧୫ ରବିବାର।
ଚନ୍ଦ୍ର – ମକର ଅହୋରାତ୍ର।
ତିଥି - ୬ଷ୍ଠୀ ରାତ୍ରି ୦୨.୦୧ ଗତେ ୭ମୀ।
ଘାତଚନ୍ଦ୍ର - ସିଂହ ରାଶିର ଅହୋରାତ୍ର।ଘାତବାର – ମେଷ ରାଶିର।
ପୁଷ୍କରଦୋଷ - ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ରାତ୍ରି ୧୧.୨୮ ଗତେ ୧ପାଦ - କୃଷିହାନି-ଭୂମିଦାନ ରାତ୍ରି ୦୨.୦୧ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ।
ଶୁଭ ସମୟ- ପ୍ରାତଃ - ୦୬.୪୩ ରୁ ୦୮.୫୬ ଦିବା - ୧୨.୫୪ ରୁ ୦୨.୫୦ ଦିବା - ୦୩.୩୪ ରୁ ୦୩.୪୦ ରାତ୍ରି - ୦୭.୩୮ ରୁ ୦୯.୨୨ ରାତ୍ରି - ୧୧.୫୭ ରୁ ୦୧.୦୮ ରାତ୍ରି - ୦୨.୪୫ ରୁ ୦୫.୫୯ ଅଶୁଭ ସମୟ- ରାହୁକାଳ - ଦିବା ୦୩.୪୦ ରୁ ୦୫.୦୩ କାଳବେଳା - ଦିବା ୧୧.୩୧ ରୁ ୧୨.୫୪ ବାରବେଳା - ଦିବା ୧୦.୦୮ ରୁ ୧୧.୩୧ କାଳରାତ୍ରି – ରାତ୍ରି ୦୧.୦୮ ରୁ ୦୨.୪୫ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
