Today Panchang 15th July 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Jul 15, 2026 - 09:09
Today Panchang 15th July 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୫ ବୁଧବାର । ଚନ୍ଦ୍ର – କର୍ଳଟ ଅହୋରାତ୍ର । ତିଥି – ପ୍ରତିପଦ ଦିବା ୧୧.୫୧ ଗତେ ୨ୟା । ଘାତଚନ୍ଦ୍ର – ନାସ୍ତି । ଘାତବାର – କର୍କଟ ରାଶିର । ପୁଷ୍କରଦୋଷ – ଦିବା ୧୧.୫୧ ଗତେ ୧ପାଦ-ପଶୁସମ୍ପଦ ନାଶ-ଅନ୍ନଦାନ ।
ଶୁଭ ସମୟ-
ପ୍ରାତଃ – ୦୭.୫୭ ରୁ ୦୮.୩୬
ଦିବା – ୧୦.୧୪ ରୁ ୧୧.୨୬
ଦିବା – ୦୨.୦୩ ରୁ ୦୫.୩୨
ସନ୍ଧ୍ୟା – ୦୬.୨୫ ରୁ ୧୦.୦୩
ରାତ୍ରି – ୧୨.୧୪ ରୁ ୦୧.୪୧
ଅଶୁଭ ସମୟ-
ରାହୁକାଳ - ଦିବା ୧୧.୫୨ ରୁ ୦୧.୩୦
କାଳବେଳା - ଦିବା ୦୮.୩୬ ରୁ ୧୦.୧୪
ବାରବେଳା - ଦିବା ୧୧.୫୨ ରୁ ୦୧.୩୦
କାଳରାତ୍ରି – ରାତ୍ରି ୦୨.୩୬ ରୁ ୦୩.୫୮

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।