Jyotirmayee Nayak Seeks Lord Jagannath's Blessings: ଫାଇନାଲ ପୂର୍ବରୁ ଜଗନ୍ନାଥଙ୍କ ଆଶୀର୍ବାଦ ଲୋଡ଼ିଲେ ଜ୍ୟୋତିର୍ମୟୀ

Jul 15, 2026 - 14:40
Jyotirmayee Nayak Seeks Lord Jagannath's Blessings: ଫାଇନାଲ ପୂର୍ବରୁ ଜଗନ୍ନାଥଙ୍କ ଆଶୀର୍ବାଦ ଲୋଡ଼ିଲେ ଜ୍ୟୋତିର୍ମୟୀ

ଭୁବନେଶ୍ୱରରେ ପହଞ୍ଚିଛନ୍ତି ଇଣ୍ଡିଆନ ଆଇଡ଼ଲ ଫାଇନାଲିଷ୍ଟ ଜ୍ୟୋତିର୍ମୟୀ ନାୟକ। ଇଣ୍ଡିଆନ ଆଇଡଲ ସିଜିନ-16 ର ଟପ 5 ଫାଇନଲିଷ୍ଟ ରେ ଅଛନ୍ତି ଓଡ଼ିଆ ଝିଅ ଜ୍ୟୋତିର୍ମୟୀ। ଫିନାଲେ ପୂର୍ବରୁ ଏବେ ସେ ଭୁବନେଶ୍ୱର ଆସିଛନ୍ତି ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ରାଜ୍ୟବାସୀଙ୍କ ସମର୍ଥନ ପାଇବା ପାଇଁ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।