Today Panchang 11th July 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Jul 11, 2026 - 09:11
Today Panchang 11th July 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୧୧ ଶନିବାର । ଚନ୍ଦ୍ର – ବୃଷ ଅହୋରାତ୍ର । ତିଥି – ୧୧ଶୀ ପ୍ରାତଃ ୦୫.୨୨ ଗତେ ୧୨ଶୀ ରାତ୍ରି ୦୨.୦୪ ଗତେ ୧୩ଶୀ । ଘାତଚନ୍ଦ୍ର – ବିଛା ରାଶିର ଅହୋରାତ୍ର । ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କରଦୋଷ – ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ପ୍ରାତଃ ୦୫.୨୨ ଗତେ ୩ପାଦ-କୃଷି,ପଶୁ ଓ ବଂଶହାନି-ଭୂମି ଓ ଅନ୍ନଦାନ ରାତ୍ରି ୦୨.୦୪ ଗତେ ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ-
ଦିବା – ୧୦.୧୩ ରୁ ୧୨.୧୮
ଦିବା – ୦୩.୦୮ ରୁ ୦୩.୪୮
ରାତ୍ରି – ୦୭.୪୭ ରୁ ୦୭.୫୨
ରାତ୍ରି – ୧୧.୩୦ ରୁ ୦୧.୪୧
ରାତ୍ରି – ୦୩.୦୮ ରୁ ୦୩.୫୭
ଅଶୁଭ ସମୟ-
ରାହୁକାଳ - ଦିବା ୦୮.୩୫ ରୁ ୧୦.୧୩
କାଳବେଳା - ପ୍ରାତଃ ୦୫.୧୮ ରୁ ୦୬.୫୬ ଓ ଦିବା ୦୪.୪୭ ରୁ ୦୬.୨୫
ବାରବେଳା - ଦିବା ୦୧.୩୦ ରୁ ୦୩.୦୮
କାଳରାତ୍ରି – ସନ୍ଧ୍ୟା ୦୬.୨୫ ରୁ ୦୭.୪୭ ଓ ରାତ୍ରି ୦୩.୫୭ ରୁ ୦୫.୧୮

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।