Tiger: ଖପରଖାଇ ଗାଁରେ ମହାବଳ ବାଘ: ଖାଲି ଘରେ ପଶି ରହିଛି, ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ

Sep 25, 2026 - 09:21
Tiger: ଖପରଖାଇ ଗାଁରେ ମହାବଳ ବାଘ: ଖାଲି ଘରେ ପଶି ରହିଛି, ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ

"ଠାକୁରମୁଣ୍ଡା: ଠାକୁରମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ଖପରଖାଇ ଗାଁରେ ମହାବଳ ବାଘ ଦେଖିବାକୁ ମିଳିଛି।

ଗାଁର ଟୁକେ ହୋଙ୍କ ଘରପାଖରେ ବାଘଟି ଲୁଚି ରହିଥିବା ସ୍ଥାନୀୟ ଲୋକେ ଦେଖିଛନ୍ତି।Advertisment ସୂଚନା ଅନୁଯାୟୀ, ରାତି ଅନ୍ଧାରରେ ବାଘର ଉପସ୍ଥିତି ଜଣାପଡିବା ପରେ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି।

ଲୋକେ ଟର୍ଚ୍ଚ ଲାଇଟ ପକାଇ ବାଘ ଉପରେ ନଜର ରଖିବା ସହ ବନ ବିଭାଗକୁ ଖବର ଦେଇଛନ୍ତି।

ଫଟୋରେ ବାଘର ଦେହର ଦାଗ ସ୍ପଷ୍ଟ ଦେଖାଯାଉଛି।ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

କାହାରି କ୍ଷୟକ୍ଷତି ହୋଇନାହଁ ଲୋକେ ରାତିରେ ଘରୁ ଏକା ନ ବାହାରିବା, ଗାଈ ଗୋରୁ ସୁରକ୍ଷିତ ସ୍ଥାନରେ ବାନ୍ଧିବା ଓ ବନ ବିଭାଗ ସହ ସହଯୋଗ କରିବାକୁ ବିଭାଗ ସୂଚନା ଦେଇଛି।

ଜଣଙ୍କ ଖାଲି ରହିଥିବା ଘର ଭିତରେ ବାଘଟି ପଶିରହିଛି।

ବନ ବିଭାଗ ଘର  ଚାରି ପଟେ ଜଗି ରହିଛି।

ମହାବଳ ବାଘକୁ ଉଦ୍ଧାର କରିବାକୁ ଚେଷ୍ଟା ଚାଲିଛି।

କାହାରି କ୍ଷୟକ୍ଷତି ହୋଇନାହଁ।

Baitarani Flood: ଡୋଭାବିଲ ପାଟଣାରେ ପୁଣି ଘାଇ, ବୁଡ଼ିଲାଣି ୨ ପଞ୍ଚାୟତ ସମେତ ଅହିୟାସ ବଜାର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)