Three Forest Staff Sacked for Chasing Lion on Motorbikes in Gujarat
#ସିଂହକୁ_ବାଇକରେ_ଗୋଡ଼ାଇ #ନାମନେଲେ...
ବାଇକରେ ସିଂହକୁ ଗୋଡ଼ାଇ ବହିଷ୍କୃତ ହେଲେ ତିନି ବନ କର୍ମଚାରୀ । ଗୁଜରାଟ ଅମରେଲି ଜିଲ୍ଲା ସ୍ଥିତ ଆମ୍ବରଡି ସଫାରୀ ପାର୍କରେ କିଛି ବନ କର୍ମଚାରୀ ନିୟମ ଉଲ୍ଲଂଘନ କରି ବାଇକ୍ ରେ ସିଂହ ପଛରେ ଗୋଡ଼ାଉଥିବା ଦେଖିବାକୁ ମିଳିଥିଲା। ଦୀପାବଳି ଛୁଟିରେ ପାର୍କରେ ପ୍ରବଳ ପର୍ଯ୍ୟଟକଙ୍କ ଭିଡ଼ ଥିବା ବେଳେ ଏହି ଭିଡିଓଟି ସୁଟ୍ ହୋଇଥିଲା । ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଗୁଜରାଟ ବନ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମ୍ପୃକ୍ତ ୩ ଜଣ ଆଉଟସୋର୍ସିଂ ବନ କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି । ଗୁଜରାଟ PCCFଙ୍କ ସୂଚନା ଅନୁସାରେ, ସନ୍ଧ୍ୟା ସମୟରେ ସିଂହକୁ ଏନକ୍ଲୋଜର ଭିତରକୁ ନେବା ଏକ ନିୟମିତ ପ୍ରକ୍ରିୟା। ସାଧାରଣତଃ ଏହି କାମ ପାଇଁ ଜିପ୍ ବ୍ୟବହାର କରାଯାଏ, କିନ୍ତୁ କିଛି କର୍ମଚାରୀ ନିୟମ ଭାଙ୍ଗି ବାଇକ୍ ବ୍ୟବହାର କରିଥିଲେ। ସିଂହଙ୍କୁ ଏଭଳି ବାଇକ୍ ରେ ଘଉଡ଼ାଇବା ନେଇ ବନ୍ୟପ୍ରାଣୀ ପ୍ରେମୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା ।
#Gujarat#Lion#AmbardiSafariPark#WildlifeNews#ForestDepartment#AnimalSafety#WildlifeProtection#ViralVideo
#LionChased_Gujarat#ForestStaff_Sacked#AmbardiSafariPark_Amreli#OdishaTV#OTV
Three forest staff members have been dismissed after a video showed them chasing a lion on motorbikes at Ambardi Safari Park in Gujarat's Amreli district. The incident took place during the Diwali holidays, when the park was witnessing a heavy tourist rush. The video went viral on social media, prompting the Gujarat Forest Department to take strict action against the three outsourced employees.
According to Gujarat's Principal Chief Conservator of Forests (PCCF), taking lions into their enclosures in the evening is a routine procedure. Jeeps are generally used for the task, but the staff violated the rules by using motorbikes. The incident sparked widespread anger among wildlife enthusiasts over the treatment of the lion.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
