Temperature: ୧୩୦ ବର୍ଷର ଇତିହାସରେ ଗତକାଲି ପୁରୀରେ ରେକର୍ଡ ହୋଇଥିଲା ଦ୍ବିତୀୟ ସର୍ବୋଚ୍ଚ ତାପମାତ୍ରା

Oct 06, 2026 - 11:00
Temperature: ୧୩୦ ବର୍ଷର ଇତିହାସରେ ଗତକାଲି ପୁରୀରେ ରେକର୍ଡ ହୋଇଥିଲା ଦ୍ବିତୀୟ ସର୍ବୋଚ୍ଚ ତାପମାତ୍ରା

"ପୁରୀ: ୧୩୦ ବର୍ଷର ଇତିହାସରେ ଗତକାଲି ପୁରୀରେ ରେକର୍ଡ ହୋଇଥିଲାଦ୍ବିତୀୟ ସର୍ବୋଚ୍ଚ ତାପମାତ୍ରା।

ପୁରୀ ସହରରେ ୧୮୯୬ରୁ ତଥ୍ୟ ଅନୁଯାୟୀ,  ଗତ କାଲି ଅକ୍ଟୋବର ୫ ତାରିଖରେ ରେକର୍ଡ ହୋଇଥିବା ୩୬.୬ ଡିଗ୍ରି ସେଲସିଅସ୍ ହେଉଛି ଅକ୍ଟୋବର ମାସର ଇତିହାସରେ ଦ୍ୱିତୀୟ ସର୍ବାଧିକ ଦିନ ତାପମାତ୍ରା।

ଏହା ପୂର୍ବରୁ ଦ୍ଵିତୀୟ ସର୍ବାଧିକ ତାପମାତ୍ରା ୨୦୨୪ ଅକ୍ଟୋବର ୪ ତାରିଖରେ ୩୬.୩ ଡିଗ୍ରି ସେଲସିଅସ୍ ରେକର୍ଡ ହୋଇଥିଲା।Advertisment Rayagada Soldier: ରାୟଗଡ଼ା ଯୁବକ ନାଗାଲIଣ୍ଡରେ ସହିଦ: ଅଙ୍ଗଦାନ କରିଲେ ଭି ତେଜା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)