Soumya Murder Probe: ସୌମ୍ୟ ହତ୍ୟା ମାମଲା, ଚାଲିଛି ସାଙ୍ଗ ଓମଙ୍କ ଲାଏ ଡିଟେକ୍ସନ ଟେଷ୍ଟ
ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ମାମଲା । ସୌମ୍ୟର ସାଙ୍ଗ ଓମ୍ ପ୍ରକାଶର ହେଉଛି ଲାଇ ଡିଟେକ୍ସନ ଟେଷ୍ଟ। ରାଜ୍ୟ SFSLରେ କ୍ରାଇମ ବ୍ରାଞ୍ଚ ଟିମର କଡା ସୁରକ୍ଷା ଭିତରେ ଜରାଯାଉଛି ସତ ମିଛ ପରୀକ୍ଷା।
କ୍ରାଇମ୍ ବ୍ରାଞ୍ଚ ଏନେଇ କୋର୍ଟ ରୁ ଅନୁମତି ଆଣିବା ପରେ ସତ ମିଛ ପରୀକ୍ଷା ପାଇଁ ଓମ୍ ମଧ୍ୟ ନିଜର ସହମତି ପ୍ରକାଶ କରିଥିଲେ I
ସୌମ୍ୟ ମାମଲାରେ ସହଯୋଗୀ ଓମ୍ ଯେଉଁ ତଥ୍ୟ ଦେଉଛନ୍ତି ତାହାର ସତ୍ୟତା ଯାଞ୍ଚ କରିବା ସହ ସୌମ୍ୟ ହତ୍ୟା ମାମଲାରେ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଛନ୍ତି ସୌମ୍ୟଙ୍କ ପରିବାର ଲୋକ। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଓମ୍ ଉପରେ ସମସ୍ତଙ୍କ ସନ୍ଦେହ ।
ସୌମ୍ୟ ହତ୍ୟା: ଓମ୍ ଙ୍କ ଲାଏ ଡିଟେକ୍ସନ ଟେଷ୍ଟ
ବାଲିଅନ୍ତା ସୌମ୍ୟ ହତ୍ୟା ମାମଲା
ସୌମ୍ୟଙ୍କ ସାଙ୍ଗ ଓମଙ୍କ ଲାଏ ଡିଟେକ୍ସନ ଟେଷ୍ଟ
SFSLରେ କ୍ରାଇମବ୍ରାଞ୍ଚର କଡ଼ା ସୁରକ୍ଷା ଭିତରେ ଚାଲିଛି ଲାଏ ଡିଟେକ୍ସନ ଟେଷ୍ଟ
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଓମ୍ ଙ୍କ ଉପରେ ସମସ୍ତଙ୍କ ସନ୍ଦେହ