Six Children Death: ଭାଗଲପୁରରେ ଦୁଃଖଦ ଦୁର୍ଘଟଣା: ଗଙ୍ଗା ନଦୀରେ ବୁଡ଼ି ୬ ପିଲାଙ୍କ ମୃତ୍ୟୁ

Sep 21, 2026 - 11:50
Six Children Death: ଭାଗଲପୁରରେ ଦୁଃଖଦ ଦୁର୍ଘଟଣା: ଗଙ୍ଗା ନଦୀରେ ବୁଡ଼ି ୬ ପିଲାଙ୍କ ମୃତ୍ୟୁ

"ଭାଗଲପୁର: ବିହାରର ଭାଗଲପୁରରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି।

ସୁଲତାନଗଞ୍ଜ ପୌର ପରିଷଦ ଅଞ୍ଚଳର ୱାର୍ଡ ନମ୍ବର ୨୭ ବିଷ୍ଣୁ ଟୋଲାର ଛଅ ଜଣ ପିଲା କର୍ମା-ଧର୍ମା ପୂଜାରେ ଗାଧୋଇବାକୁ ଯାଇ ଗଙ୍ଗା ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି।

ତରାଇତା ନାରାୟଣପୁର ଭାହିୟାରରେ ଏହି ଘଟଣା ଘଟିଛି।

ଏକା ସାଙ୍ଗରେ ଛଅ ଜଣ ପିଲାଙ୍କ ମୃତ୍ୟୁକୁ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।Advertisment ସମସ୍ତ ପିଲାଙ୍କ ବୟସ ପ୍ରାୟ ୧୨ ବର୍ଷ ମଧ୍ୟରେ ସୂଚନା ଅନୁଯାୟୀ ସମସ୍ତ ପିଲାଙ୍କ ବୟସ ପ୍ରାୟ ୧୨ ବର୍ଷ ମଧ୍ୟରେ।

ସେମାନେ କର୍ମା-ଧର୍ମା ପୂଜା ଉତ୍ସବରେ ଗାଧୋଇବା ପାଇଁ ବନ୍ୟା ପାଣିକୁ ଯାଇଥିଲେ।

ଗୋଡ଼ ଖସି ଯିବାରୁ ସେମାନେ ଜଳ ସ୍ରୋତରେ ଭାସି ଗଭୀର ପାଣିରେ ବୁଡ଼ି ଯାଇଥିଲେ।

ଘଟଣା ବିଷୟରେ ଜାଣିବା ପରେ ସ୍ଥାନୀୟ ଲୋକେ ପିଲାମାନଙ୍କୁ ପାଣିରୁ ବାହାର କରିଥିଲେ।

ମୃତ ପିଲାମାନଙ୍କୁ ପୂଜା, ଜ୍ୟୋତି, ମିଙ୍କି, ରାହୁଲ, ଆୟୁଷ ଏବଂ ବିକାଶ ବୋଲି ଚିହ୍ନଟ କରାଯାଇଛି।

Indian Students Die: କାନାଡାରେ ଉଡ଼ାଣ ତାଲିମ ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ: ଦୁଇ ଭାରତୀୟ ଛାତ୍ରଙ୍କ ଦୁଃଖଦ ମୃତ୍ୟୁ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)