Gold Chain Snatched: ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିନେଲେ ଦୁର୍ବୃତ୍ତ

Sep 21, 2026 - 11:34
Gold Chain Snatched: ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିନେଲେ ଦୁର୍ବୃତ୍ତ

"ସୋର: ଅନନ୍ତପୁର ଥାନା ନାୟକବନ୍ଧ ଛକ ନିକଟରେ ଜଣେ ମହିଳାଙ୍କ ବେକରୁ ଦୁଇଜଣ ଦୁର୍ବୃତ୍ତ ସୁନା ଚେନ ଝାମ୍ପିନେଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ ଆଜି ପୂର୍ବାହ୍ନରେ ସୋର ଥାନା ଜଗନ୍ନାଥପୁର ଗ୍ରାମର ଶରତ କୁମାର ରାୟ ଓ ତାଙ୍କ ସ୍ତ୍ରୀବିଜୟଲକ୍ଷ୍ମୀ ରାୟ ବାଇକ ଯୋଗେ ଖନ୍ତାପଡା ଅଭିମୁଖେ ଯାଉଥିଲେ।Advertisment ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି  ଏହି ସମୟରେ ଅନନ୍ତପୁର ଥାନା ନାୟକବନ୍ଧ ଛକ ନିକଟରେ ଦୁଇଜଣ ଦୁର୍ବୃତ୍ତ ଏକ ଅପାଚି ବାଇକରେ ଆସି ବିଜୟଲକ୍ଷ୍ମୀଙ୍କ ବେକରୁ ୧୮ ଗ୍ରାମ ଓଜନରସୁନା ଚେନ ଝାମ୍ପି ନେଇ ବାଲେଶ୍ୱର ଅଭିମୁଖେ ଫେରାର ହୋଇଯାଇଥିଲେ।

ଏନେଇ ବିଜୟଲକ୍ଷ୍ମୀ ଅନନ୍ତପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

The Commissionerate Police: ପୁଲିସ ଅଧିକାରୀଙ୍କ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଆଣିଲା କମିସନରରେଟ ପୁଲିସ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)