Singer Himesh Reshammiya: ‘ମୁଁ ବି ଦିନେ ଅମିତାଭଙ୍କ ପରି ସୁପରଷ୍ଟାର ହେବି ‘

Nov 14, 2026 - 18:05
Singer Himesh Reshammiya: ‘ମୁଁ ବି ଦିନେ ଅମିତାଭଙ୍କ ପରି ସୁପରଷ୍ଟାର ହେବି ‘

ହିମେଶ ରେଶମିଆ।

ବଲିଉଡର ଏମିତି ଏକ ଚର୍ଚ୍ଚିତ ଚେହେରା ଯାହାଙ୍କୁ ଆଉ କୌଣସି ପରିଚୟର ଆବଶ୍ୟକତା ନାହିଁ।

ମ୍ୟୁଜିକ କମ୍ପୋଜର , ଗାୟକ ଓ ଅଭିନେତା ଭାବେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଗଢ଼ିଛନ୍ତି।

ତେବେ ସଙ୍ଗୀତ ଜଗତରେ ସଫଳତା ପାଇଥିବା ହିମେଶଙ୍କ ଅଭିନୟ କ୍ୟାରିୟର ସେତେଟା ସଫଳ ହୋଇନାହିଁ।

ହେଲେ ଏବେ ବି ସେ ହାର ମାନିବାକୁ ପ୍ରସ୍ତୁତ ନୁହନ୍ତି ।

ଜଣେ ସୁପରଷ୍ଟାର ଅଭିନେତା ହେବାର ସ୍ୱପ୍ନ ଦେଖୁଥିବା ହିମେଶ ଏବେ ନିର୍ଦ୍ଦେଶନା କ୍ଷେତ୍ରରେ ମଧ୍ୟ ପାଦ ଥାପିବାକୁ ଯୋଜନା କରୁଛନ୍ତି।

ଏପରିକି ସେ ନିଜକୁ ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କ ସହ ତୁଳନା କରି ବଡ଼ ବୟାନ ମଧ୍ୟ ଦେଇଛନ୍ତି।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)