Serena William: ୟୁଏସ୍ ଓପନ୍ ମିଶ୍ରିତ ଯୁଗଳରେ ଆଲ୍କାରାଜଙ୍କ ସହ ଖେଳିବେ ସେରେନା
"ନ୍ୟୁୟର୍କ: ଆମେରିକାର ତାରକା ମହିଳା ଟେନିସ୍ ଖେଳାଳି ସେରେନା ୱିଲିୟମ୍ସ ରବିବାରଠୁ ଆରମ୍ଭ ହେଉଥିବା ବର୍ଷର ଶେଷ ଗ୍ରାଣ୍ଡ୍ ସ୍ଲାମ୍ ପ୍ରତିଯୋଗିତା ୟୁଏସ୍ ଓପନ୍ର ମିଶ୍ରିତ ଯୁଗଳରେ ପୁରୁଷ ଏକକ ବିଜେତା କାର୍ଲୋସ ଆଲ୍କାରାଜଙ୍କୁ ସାଥୀ କରି ଖେଳିବେ।
ମିଶ୍ରିତ ଯୁଗଳ ଲାଗି ସେରେନା ଓ ଆଲ୍କାରାଜ୍ଙ୍କୁ ୱାଇଲ୍ଡ କାର୍ଡ ପ୍ରଦାନ କରାଯାଇଛି ବୋଲି ଆୟୋଜକ ପକ୍ଷରୁ ସୂଚନା ଦିଆଯାଇଛି।
୨୦୨୨ରେ ଫ୍ଲସିଂ ମିଡୋଜରେ ସେରେନା ପ୍ରଥମ ଥର ଖେଳିବେ।
୨୩ ଗ୍ରାଣ୍ଡ ସ୍ଲାମ୍ ମହିଳା ଏକକ ବିଜୟିନୀ ଏହି ୪୪ ବର୍ଷୀୟା ଆମେରିକୀୟ ମହିଳା ୬ ଥର ଏଠାରେ ଟ୍ରଫି ହାତେଇଛନ୍ତି।Advertisment ସେରେନା ପ୍ରଥମ ଥର ଖେଳିବେ ୧୯୯୮ରେ ମ୍ୟାକ୍ସ ମିର୍ନିଙ୍କ ସହ ଏଠାରେ ମଧ୍ୟ ମିଶ୍ରିତ ଯୁଗଳ ମୁକୁଟ କରାୟତ୍ତ କରିଛନ୍ତି।
ଏହି ତାରକା ଯୋଡ଼ିଙ୍କ ବାଦ୍ ବିଶ୍ବର ୧ନମ୍ବର ମହିଳା ଖେଳାଳି ଆରିନା ସାବାଲେଙ୍କା ମିଶ୍ରିତ ଯୁଗଳରେ ସର୍ବିୟାର ନୋଭାକ ଜୋକୋଭିକ୍ଙ୍କୁ ସାଥୀ କରି ଖେଳିବେ।
ସେହିପରି ଜେସିକା ପେଗୁଲା ଓ ସାଥୀ ଆମେରିକୀୟ ଖେଳାଳି ଟେଲର ଫ୍ରିଜ୍ଙ୍କ ସହ ମିଶ୍ରିତ ଯୁଗଳରେ ପ୍ରତିଦ୍ବନ୍ଦ୍ବିତା କରିବେ।
୨୦୨୨ ପରେ ପ୍ରଥମ ଥର ପ୍ରତିଯୋଗିତା ମୂଳକ ଟେନିସ୍କୁ ଓହ୍ଲାଇଥିବା ସେରେନା ଭଉଣୀ ଭେନସ୍ଙ୍କ ସହ ସିନସିନାଟି ଓପନ୍ରେ ମହିଳା ଯୁଗଳ ଖେଳି ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ।
Cricket: ଷ୍ଟାର୍କଙ୍କୁ ୧୦ ୱିକେଟ୍: ବାଂଲାଦେଶର ପାଳି ପରାଜୟ: ଶୃଙ୍ଖଳା ୧-୧ରେ ଶେଷ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

