Seized: ଜଗତସିଂହପୁରରେ ଚଢ଼ାଉ: ଚୋରାଚାଲାଣ କରୁଥିବା ୧୧ଟି ବାଲି ବୋଝେଇ ହାଇୱା ଜବତ

Nov 14, 2026 - 10:55
Seized: ଜଗତସିଂହପୁରରେ ଚଢ଼ାଉ: ଚୋରାଚାଲାଣ କରୁଥିବା ୧୧ଟି ବାଲି ବୋଝେଇ ହାଇୱା ଜବତ

ଜଗତସିଂହପୁର : ଜଗତସିଂହପୁରରେ ପ୍ରତିଦିନ ଶହ ଶହ ବାଲି ବୋଝେଇ ହାଇୱା ଜରିଆରେ ବାଲି ଚୋରା ଚାଲାଣ ହେଉଥିବାର ଅଭିଯୋଗ ହୋଇଆସୁଛି।

ହେଲେ ସେଥିପ୍ରତି କେହି କର୍ଣ୍ଣପାତ କରୁନଥିବା କୁହାଯାଉଥିଲା।

ବିଶେଷ କରି ଦେବୀ ନଦୀରୁ ବାଲି ଚୋରାଚାଲାଣ ହେଉଥିଲା।

ଏହି ବାଲି କଟକ ଓ ଜଗତସିଂହପୁର ସମେତ ଅନ୍ୟ କେତେକ ଜିଲ୍ଲାକୁ ବି ଚୋରାଚାଲାଣ ହେଉଛି।

Advertisment ଆଗକୁ ବି ଏଭଳି ଚଢ଼ାଉ ଜାରି ରହିବ ତେବେ ସେଯାହା ହେଉନା କାହିଁକି, ଆଜି ଭୋର୍ ସମୟରେ ଖଣି ବିଭାଗ ଓ ପୁଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ୧୧ଟି ବାଲି ବୋଝେଇ ହାଇୱା ଜବତ କରାଯାଇଛି।

ଏନେଇ ଖଣି ଅଧିକାରୀ ଜଗତସିଂହପୁର ଥାନାରେ ଏତଲା ଦେବା ପରେ ମାମଲା ରୁଜୁ ହୋଇଛି।

ଆଗକୁ ବି ଏଭଳି ଚଢ଼ାଉ ଜାରି ରହିବ ବୋଲି ଖଣି ଅଧିକାରୀ ସୂଚନା ଦେଇଛନ୍ତି।

Babusan: ବାବୁସାନ୍‌ଙ୍କ ପ୍ୟାନ୍ ଇଣ୍ଡିଆ ସିନେମା: 'ନବରୂପ', କୋରାପୁଟରେ ଫିଲ୍ମର ସୁଟିଂ ଜାରି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)