Saikhom Mirabai Chanu: ଦିନେ ଖାଇବାକୁ ପାଉନଥିଲେ, ଆଜି ବିଶ୍ବବିଜେତା
"ଇତିହାସର ସ୍ୱର୍ଣ୍ଣିମ ଅଧ୍ୟାୟରେ ନିଜ ନାଁ ଲେଖିଲେ ମୀରା।
ପାରଦର୍ଶିକତା ବଳରେ ନିଜକୁ କଲେ ପ୍ରମାଣିତ।
ମୀରା ବାଇ କେବଳ ଗୋଟିଏ ନାଁ ନୁହେଁ ପ୍ରତିଟି ନାରୀ ପାଇଁ ସେ ହେଉଛନ୍ତି ଉଦାହରଣ।
ଦାରିଦ୍ର୍ୟ କେତେବେଳେ ମଣିଷର ସ୍ୱପ୍ନକୁ ଅଟକାଇ ଦେଇଥାଏ ତ ଆଉ କେବେ ସଫଳତାର ବଡ଼ ପ୍ରେରଣା ପାଲଟିଯାଏ।
ଏହାର ଜୀବନ୍ତ ଉଦାହରଣ ହେଉଛନ୍ତି ଭାରତର ଷ୍ଟାର ଭାରୋତ୍ତୋଳିନକାରିଣୀ ମୀରାବାଇ ଚାନୁ।
ନିଜର ଅଦମ୍ୟ ସାହସ, କଠିନ ପରିଶ୍ରମ ଏବଂ ଦୃଢ଼ ମନୋବଳ ବଳରେ ସେ ଆଜି ସାରା ବିଶ୍ୱରେ ଭାରତର ଗୌରବ ବଢ଼ାଇଛନ୍ତି।
ଟୋକିଓ ଅଲିମ୍ପିକ୍ରେ ରୌପ୍ୟ ପଦକ ଜିତି ଦେଶକୁ ଗର୍ବିତ କରିଥିବା ମୀରାବାଇ ପୁଣିଥରେ ଗ୍ଲାସଗୋରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଭାରତର ସମ୍ମାନକୁ ଆହୁରି ଉଚ୍ଚକୁ ନେଇଛନ୍ତି।
ଆଜି ସମସ୍ତେ ତାଙ୍କ ସଫଳତାକୁ ପ୍ରଶଂସା କରୁଛନ୍ତି।
କିନ୍ତୁ ଏହି ସଫଳତା ପଛରେ ରହିଛି ଅନେକ ଅକୁହା କାହାଣୀ।
ଯାହାକୁ ଶୁଣିଲେ ଆପଣଙ୍କ ଆଖି ଲୁହରେ ଭରିଯିବ।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।