Rath Yatra: ପୁରୀରେ ୩ଟି ନୁହେଁ, ଚାଲୁଥିଲା ୬ଟି ରଥ...ଜାଣନ୍ତୁ କାରଣ

Jul 17, 2026 - 10:29
Rath Yatra: ପୁରୀରେ ୩ଟି ନୁହେଁ, ଚାଲୁଥିଲା ୬ଟି ରଥ...ଜାଣନ୍ତୁ କାରଣ

"ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ।

ଶ୍ରୀକ୍ଷେତ୍ରରେ ଗଡ଼ିବ ମହାପ୍ରଭୁଙ୍କ ଦିବ୍ୟ ରଥ ।

ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ, ଅପେକ୍ଷା କେବଳ ପବିତ୍ର କ୍ଷଣକୁ ।

ପହିଲି ସୂରୁଜ କୀରଣରେ ସମସ୍ତେ ଚଳଚଞ୍ଚଳ ହୋଇଉଠିବେ ।

ହେବେନି ବି କେମିତି ଯେ, ଜଗତର ନାଥ ପରା ଭକ୍ତଙ୍କୁ ଦେଖା କରିବାକୁ ଆସିବେ।

କେତେ ପୂଜା କେତେ ନୀତିକାନ୍ତି ତାଙ୍କର ଚାଲିବ।

ସେଣେ ରଥ ବି ମହାପ୍ରଭୁଙ୍କୁ ଖୋଜିଲାଣି।

ରଥ କଥା ଯେତେବଳେ ଉଠିଲାଣି ଆଜି ଆମେ ଆପଣଙ୍କୁ ରଥଯାତ୍ରାକୁ ନେଇ ଇତିହାସର ରୋଚକ କଥା ବିଷୟରେ କହିବୁ।

ଆପଣ ଜାଣନ୍ତି କି?

ଦିନେ ଶ୍ରୀ କ୍ଷେତ୍ରରେ ୩ ଟି ନୁହେଁ, ବରଂ ୬ଟି ରଥ ଗଡ଼ୁଥିଲା ?

ତେବେ କାହିଁକି ଏପରି ହେଉଥିଲା ଆସନ୍ତୁ ଜାଣିବା...

Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।