Rape: ଝିଆରୀକୁ ଦୁଷ୍କର୍ମ କରି ଦାଦା ଗିରଫ
"ଭଦ୍ରକ: ନାବାଳିକା ଝିଆରୀକୁ ଦୁଷ୍କର୍ମ କରି ଦାଦା ଗିରଫ।
ଏଭଳି ଘଟଣା ଘଟିଛି ଭଦ୍ରକ ଟାଉନଥାନା ଅଧିନରେ।
ଗତ ରଜପର୍ବ ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ଦାଦା ତାର ସମ୍ପର୍କୀୟ ଝିଆରୀକୁ ଦୁଷ୍କର୍ମ କରିଥିଲା।
ଝିଆରୀକୁ ମଧ୍ୟ ଧମଚମକ ଦେଇଥିଲା।
ପରିବାର ଲୋକେ ଫେରିବା ପରେ ନାବାଳିକାଜଣଙ୍କ ପରିବାର ଲୋକଙ୍କୁ ଅବଗତ କରାଇଥିଲେ।Advertisment ଟାଉନଥାନାରେ ଅଭିଯୋଗ ପରିବାର ଲୋକେ ଗତକାଲି ରାତିରେ ଟାଉନଥାନାରେ ଅଭିଯୋଗ ପରେ ଦାଦାକୁ ଗିରଫ କରିଛି ଭଦ୍ରକ ଟାଉନ ପୁଲିସ।
Death: ବିଦ୍ୟୁତ୍ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।