Rape Attempt: ରାଜଧାନୀରେ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ବନ୍ଧା ହେଲା ଅଭିଯୁକ୍ତ
"ଭୁବନେଶ୍ବର: ପୁଣି ରାଜଧାନୀରେ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ।
ରାଜଧାନୀର ଏକ ହୋଟେଲରେ ଦୁଷ୍କର୍ମ ଉଦ୍ୟମ କରି ଗିରଫ ହେଲା ଅଭିଯୁକ୍ତ ।
ଅଭିଯୁକ୍ତ ଜଣଙ୍କ ହେଉଛି ଜୟନ୍ତ କୁମାର ନାୟକ ।
ଘର ବାଲେଶ୍ଵର ସୋର ଥାନା ଅନ୍ତର୍ଗତ ଶିରପୁର ।Advertisment ଅଭିଯୁକ୍ତ ଗିରଫ କଲିକତା ଗିରିଶ ପାର୍କ ଅଞ୍ଚଳର ପୀଡିତା ୪ ମାସ ହେବ ତାଙ୍କ ସ୍ୱାମୀଙ୍କ ସହ ଭରତପୁର ଜିଏ କଲୋନୀର ଏକ ହୋଟେଲରେ ରହୁଥିଲେ।
ସ୍ୱାମୀ ବାହାରକୁ ଯାଇଥିବା ବେଳେ ପୀଡ଼ିତାଙ୍କ ବିଶ୍ୱାସ ଜନ୍ମାଇ ରୁମ ଭିତରେ ପଶିଥିଲେ ଅଭିଯୁକ୍ତ ।
ଏହାପରେ ଜୋର ଜବରଦସ୍ତ ଟଣା ଓଟରା କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ ।
ଏ ନେଇ ଭରତପୁର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ ।
Congress: ଚାଷୀ ଆତ୍ମହତ୍ୟା ଘଟଣା: ରାଜ୍ୟ କଂଗ୍ରେସ ପ୍ରତିନିଧି ଦଳର ମୃତକଙ୍କ ପରିବାର ସହ ଆଲୋଚନା "