Ramchandi Temple: ନଦୀରେ ପ୍ରବଳ ବନ୍ୟା ଯୋଗୁଁ  ବୁଡ଼ିଲା ରାମଚଣ୍ଡୀ ମନ୍ଦିର: ଶ୍ରଦ୍ଧାଳୁଙ୍କୁ ଗୁମ୍ଫା ନିକଟକୁ ମନା

Jul 29, 2026 - 11:26
Ramchandi Temple: ନଦୀରେ ପ୍ରବଳ ବନ୍ୟା ଯୋଗୁଁ  ବୁଡ଼ିଲା ରାମଚଣ୍ଡୀ ମନ୍ଦିର: ଶ୍ରଦ୍ଧାଳୁଙ୍କୁ ଗୁମ୍ଫା ନିକଟକୁ ମନା

"ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ବ୍ରଜରାଜନଗର ଇବ ନଦୀ କୂଳରେ ପାହାଡ଼ ଗୁମ୍ଫାରେ ଅବସ୍ଥିତ ଜିଲ୍ଲାର ସର୍ବ ପୁରାତନ ଶକ୍ତି ପିଠ ମା ରାମଚଣ୍ଡୀ ମନ୍ଦିର ପ୍ରବଳ ବନ୍ୟା ଯୋଗୁ ସମ୍ପୂର୍ଣ  ବନ୍ୟା ଜଳରେ ବୁଡ଼ିଯାଇଛି।Advertisment ବନ୍ୟା ଜଳ ବଢ଼ିବାରେ ଲାଗିଛି ଫଳରେ ଶ୍ରଦ୍ଧାଳୁମାନଙ୍କୁ ସମ୍ପୂର୍ଣ ନିଷିଦ୍ଧ କରାଯାଇଛି।

ଯେଉଁମାନେ ମାଙ୍କୁ ଦର୍ଶନ ପାଇଁ ଯାଉଛନ୍ତି ପାହାଡ଼ ଉପରେ ପୂଜାକରି ଫେରୁଛନ୍ତି।

ମାଙ୍କ ଗୁମ୍ଫାକୁ ଯାଉଥିବା ୨ଟି ସିଡ଼ିକୁ ଉପରୁ ରାମଚଣ୍ଡୀ ସେବା ସମିତି ତଥା ପୂଜକ ମାନଙ୍କ ପକ୍ଷରୁ ବନ୍ଦ କରାଯାଇଛି।

ବନ୍ୟା ଜଳ ବଢ଼ିବାରେ ଲାଗିଛି।

Elephant Attack: ଆଦିବାସୀ ଯୁବକଙ୍କୁ ଦଳିଦେଲା ହାତୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।