Fire: ଜଳିଗଲା ଚଳନ୍ତା ଇଲେକ୍ଟ୍ରିକ ବାଇକ୍, ଅଳ୍ପକେ ବର୍ତ୍ତିଲେ ଶିକ୍ଷକ
"ପର୍ଜଙ୍ଗ: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ସାଆନ୍ଦା ପଞ୍ଚାୟତ ତରହତା ଗାଁର ଶିକ୍ଷକ ଗିରିଶ ଚନ୍ଦ୍ର ମାଟିଆ ମିଶ୍ର ଆଜି ନିଜ ଇଲେକ୍ଟ୍ରିକ ବାଇକ ଯୋଗେ ସକାଳ ୧୦ଟା ବେଳେ ଶିକ୍ଷୟତ୍ରୀ ପତ୍ନୀଙ୍କୁ ତଳବେରଣା ପ୍ରାଥମିକ ସ୍କୁଲରେ ଛାଡ଼ି ଦେଇ ଫେରୁଥିବା ବେଳେ ହଠାତ ଚଳନ୍ତା ଗାଡ଼ିରେ ନିଆଁ ଲାଗିଯାଇଥିଲା l ଶ୍ରୀ ମିଶ୍ର ଅଳ୍ପକେ ଆହତ ହୋଇ ବର୍ତ୍ତି ଯାଇଥିଲେ lAdvertisment କଟକରୁ ଇଲେକ୍ଟ୍ରି ବାଇକ୍ଟି କିଣିଥିଲେ ସ୍ଥାନୀୟ ଲୋକେ ପାଣି ଢାଳି ନିଆଁ ଲିଭାଇଥିଲେ l ଶ୍ରୀ ମିଶ୍ରଙ୍କ ସୂଚନା ଅନୁଯାୟୀ, ଅଢେଇ ବର୍ଷ ତଳେ ୧ଲକ୍ଷ ୮୫ ହଜାର ଟଙ୍କା ଦେଇ କଟକରୁ ପିଅର କମ୍ପାନିର ଏହି ଇଲେକ୍ଟ୍ରି ବାଇକ୍ଟି କିଣିଥିଲେ l Ramchandi Temple: ନଦୀରେ ପ୍ରବଳ ବନ୍ୟା ଯୋଗୁଁ ବୁଡ଼ିଲା ରାମଚଣ୍ଡୀ ମନ୍ଦିର: ଶ୍ରଦ୍ଧାଳୁଙ୍କୁ ଗୁମ୍ଫା ନିକଟକୁ ମନା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।