Raid and Action: ଗୁଜରାଟରେ ୫ପାକିସ୍ତାନୀ ଗିରଫ! ୩୦୦୦ କୋଟି ମୂଲ୍ୟର ଡ୍ରଗ୍ସ  ଜବତ

Sep 30, 2026 - 07:53
Raid and Action: ଗୁଜରାଟରେ ୫ପାକିସ୍ତାନୀ ଗିରଫ! ୩୦୦୦ କୋଟି ମୂଲ୍ୟର ଡ୍ରଗ୍ସ  ଜବତ

"ଗାନ୍ଧୀନଗର: ଆରବ ସାଗରରେ ଏକ ବଡ଼ ଅଭିଯାନରେ ତଟରକ୍ଷୀ ବାହିନୀ ଏବଂ ଗୁଜରାଟ ଏଟିଏସ୍‌ ଲକ୍ଷଦ୍ୱୀପ ନିକଟରେ ପ୍ରାୟ ୩୦୦୦ କୋଟି ମୂଲ୍ୟର ଡ୍ରଗ୍ସ ଜବତ କରିଛନ୍ତି।

ଏହି ଅଭିଯାନ ସମୟରେ ପାଞ୍ଚ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି ଏବଂ ଚୋରାଚାଲାଣ ନେଟୱାର୍କରେ ସେମାନଙ୍କ ସମ୍ପୃକ୍ତି ସମ୍ପର୍କରେ ପଚରାଉଚରା କରାଯାଉଛି।Advertisment ସୂଚନା: ଏହା ସଦ୍ୟତମ ଖବର।

ଏହାକୁ ଅପ୍‌ଡେଟ୍‌ କରାଯାଉଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)