Police Seize Guns and Car in Sonepur Attack; ବ୍ଳକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା; ୨ ବନ୍ଧୁକ ସହ ଜୀବନନ୍ତ ଗୁଳି ଓ କାର ଜବତ

Jun 24, 2026 - 13:54
Police Seize Guns and Car in Sonepur Attack; ବ୍ଳକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା; ୨ ବନ୍ଧୁକ ସହ ଜୀବନନ୍ତ ଗୁଳି ଓ କାର ଜବତ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣାରେ ପୋଲିସକୁ ସଫଳତା। ଦୁଇଟି ବନ୍ଧୁକ ସହିତ ଜୀବନ୍ତ ଗୁଳି ଏବଂ ଏକ ଧଳା କାରକୁ ଜବତ କରିଛି ପୋଲିସ। ଗତ ୧୯ ତାରିଖ ରାତିରେ ବିନିକା ବ୍ଳକ ଅଧ୍ୟକ୍ଷା ଦିପ୍ତୀରେଖାଙ୍କ ସିଂଜୀଯୁବା ଗାଁରେ ଥିବା ଘର ଓ କାର ଉପରକୁ ୩୦ରାଉଣ୍ଡ ଫାୟାରିଂ କରି ଫେରାର ମାରିଥିଲେ ଦୃବୁର୍ତ୍ତ। 

ଘଟଣାର ଛଅ ଦିନ ପରେ ପୋଲିସକୁ ମିଳିଛି ସଫଳତା। ଆଜି ଏ ନେଇ ପୋଲିସସ ସାମ୍ବାଦିକ ସମ୍ମିଳନୀ କରି ସବିଶେଷ ତଥ୍ୟ ଦେଇପାରେ।ତେବେ କେତେଜଣ ଗିରଫ ହୋଇଛନ୍ତି, ଗୁଳିମାଡର କାରଣ କଣ ସ୍ପଷ୍ଟ ଭାବରେ ଜଣାପଡିବ।

  • ସୁବର୍ଣ୍ଣପୁର ବିନିକା ବ୍ଳକ ଅଧ୍ୟକ୍ଷାଙ୍କ ଘରକୁ ଗୁଳିମାଡ଼ ଘଟଣା
  • ୨ ବନ୍ଧୁକ ସହ ଜୀବନନ୍ତ ଗୁଳି ଓ କାର ଜବତ
  • ଗୁଳିମାଡ଼ ଘଟଣାର ୬ ଦିନ ପରେ ଜବତ
  • ଗତ ୧୯ ରାତିରେ ହୋଇଥିଲା ଗୁଳିମାଡ଼
  • ଦିପ୍ତୀରେଖାଙ୍କ ଘର ଓ କାର ଉପରକୁ ହୋଇଥିଲା ଫାୟାରିଂ
  • ୩୦ ରାଉଣ୍ଡ ଫାୟାରିଂ କରି ଫେରାର ମାରିଥିଲେ ଦୃବୁର୍ତ୍ତ