Police Allege Blackmail Racket in the Name of News; Editor Sudhanshu Raut Absconding
#ଖବର_ନାଁରେ_ବ୍ଲାକମେଲ୍_ଚରିତ୍ର_ହତ୍ୟା_ପାଇଁ_ସୁପାରି
ଖବର ନାଁରେ ବ୍ଲାକମେଲ୍। ଚରିତ୍ର ହତ୍ୟା ପାଇଁ ସୁପାରି। ଘରୋଇ ଗଣମାଧ୍ୟମ ସଂସ୍ଥାର ସମ୍ପାଦକ ସୁଧାଂଶୁ ରାଉତଙ୍କ ବିରୋଧରେ ସାଂଘାତିକ ଖୁଲାସା। ତାଙ୍କ ସଂସ୍ଥାର ମୁଖ୍ୟ ଅଫିସ୍ ସିଲ୍ ସହ ସାମ୍ନାକୁ ଆସିଛି ସଂଗୀନ ତଥ୍ୟ। ପୋଲିସ୍ କମିଶନର କହିଛନ୍ତି, ଲୋକଙ୍କ ଚରିତ୍ର ସଂହାର ପାଇଁ ଟ୍ରେଣ୍ଡ୍ ଡେଭଲପ କରିଥିଲେ ସୁଧାଂଶୁ। ମାମଲାରେ ଦୁଇ କର୍ମଚାରୀ ଗିରଫ ହୋଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ସୁଧାଂଶୁ ରାଉତ ଫେରାର ଅଛନ୍ତି। ଏପଟେ ଚନ୍ଦ୍ରଶେଖରପୁର ଥାନାରେ ସୁଧାଂଶୁଙ୍କ ନାଁରେ ଦୁଇ କୋଟି ଟଙ୍କା ନ ଦେବାରୁ ମିଛ ଖବର ଜରିଆରେ ଟାର୍ଗେଟ୍ କରିବାକୁ ନେଇ ଏକ ବିଲଡର ସଂସ୍ଥା ପକ୍ଷରୁ ରୁଜୁ ହୋଇଛି ଆଉ ଏକ ମାମଲା। ତେବେ କେମିତି ଖବର ନାଁରେ ସୁଧାଂଶୁ ଚଳାଉଥିଲେ ବ୍ଲାକମେଲ୍ ରାକେଟ୍ ଦେଖିବା ରିପୋର୍ଟ।...
#OdishaCrime#Bhubaneswar#PoliceInvestigation#CrimeNews#MediaCase#CommissioneratePolice#OdishaNews#LawAndOrder#OdishaTV#OTV
Police have alleged that Sudhanshu Raut, editor of a private media organisation, operated a blackmail racket in the name of news and character assassination. According to the source, two employees have been arrested, the organisation's head office has been sealed, and Sudhanshu Raut is reported to be absconding. These are allegations made as part of an ongoing police investigation.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।