Overbridge Project Faces Questions: ଖଣି ବନ୍ଦ ଆନ୍ଦୋଳନର ପଡିଲା ପୂର୍ଣ୍ଣଚ୍ଛେଦ; ତ୍ରିପାକ୍ଷିକ ଆଲୋଚନା ପରେ ବାହାରିଲା ସମାଧାନର ବାଟ

Nov 22, 2026 - 19:59
Overbridge Project Faces Questions: ଖଣି ବନ୍ଦ ଆନ୍ଦୋଳନର ପଡିଲା ପୂର୍ଣ୍ଣଚ୍ଛେଦ; ତ୍ରିପାକ୍ଷିକ ଆଲୋଚନା ପରେ ବାହାରିଲା ସମାଧାନର ବାଟ

ଖଣି ବନ୍ଦ ଆନ୍ଦୋଳନର ପଡିଲା ପୂର୍ଣ୍ଣଚ୍ଛେଦ।

ତ୍ରିପାକ୍ଷିକ ଆଲୋଚନା ପରେ ବାହାରିଲା ସମାଧାନର ବାଟ।

ମାସେ ମଧ୍ୟରେ ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ଗ୍ରାମବାସୀ।

ତାଳଚେର କଳମଛୁଇଁ ଗ୍ରାମବାସୀଙ୍କ ପକ୍ଷରୁ ୮ଦଫା ଦାବି ନେଇ ହିଙ୍ଗୁଳା ଓ ବଳରାମ କୋଇଲା ଖଣିକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ସହ ଖଣି ଆଗରେ ଧାରଣାରେ ବସିଥିଲେ ଗ୍ରାମବାସୀ।

Advertisment ତେବେ ଦୀର୍ଘ ୨୦ ବର୍ଷ ହେବ ଏମ ସିଏଲ ଏହି ଗାଁକୁ ଅଧିଗ୍ରହଣ କରିଥିଲେ ମଧ୍ୟ ଥଇଥାନ ଓ ନିଯୁକ୍ତି ପାଇଁ ଆଜି ପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ହୋଇନଥିବା ବେଳେ ଗାଁର ଚାରିପାଖରେ ଖଣି ହେବା ଦ୍ୱାରା ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସମସ୍ତ ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ନଓହରିବାକୁ ଚେତାବନୀ ଦେଇଥିଲେ ଗ୍ରାମବାସୀ ।

ଖଣି ବନ୍ଦ ଆନ୍ଦୋଳନର ପଡିଲା ପୂର୍ଣ୍ଣଚ୍ଛେଦ ତ୍ରିପାକ୍ଷିକ ଆଲୋଚନା ପରେ ବାହାରିଲା ସମାଧାନର ବାଟ ପ୍ରଶାସନ ଓ ଏମସିଏଲ ଅଧିକାରୀଙ୍କ ସହ ଗ୍ରାମବାସୀଙ୍କ ଆଲୋଚନା ମାସେ ମଧ୍ୟରେ ଦାବି ପୂରଣ ନହେଲେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ଗ୍ରାମବାସୀ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)