Outsiders Hired for Gold Shop Robbery: ସିସିଟିଭି ଫୁଟେଜ୍ ଖୋଲିଦେଲା ଗୁମର, ଡକାୟତି ପୂର୍ବରୁ ଧରାପଡ଼ିଲା ଗ୍ୟାଙ୍ଗ

Nov 14, 2026 - 15:48
Outsiders Hired for Gold Shop Robbery: ସିସିଟିଭି ଫୁଟେଜ୍ ଖୋଲିଦେଲା ଗୁମର, ଡକାୟତି ପୂର୍ବରୁ ଧରାପଡ଼ିଲା ଗ୍ୟାଙ୍ଗ

ସୁନା ଦୋକାନରୁ ଲୁଟ୍ ପାଇଁ କରିଥିଲେ ମାଷ୍ଟରପ୍ଲାନ୍।

ହାତରେ ବନ୍ଧୁକ ଓ ଚାପଡ଼, ମୁହଁରେ ଆତଙ୍କର ଧମକ।

ହେଲେ ଅପରାଧୀଙ୍କ ସବୁ ଯୋଜନା ଫେଲ୍ ମାରିଲା।

ଲୁଟ୍ ଉଦ୍ୟମ କରିବା ପୂର୍ବରୁ ଧରାପଡ଼ିଗଲେ ଡକାୟତି ଗ୍ୟାଙ୍ଗର ସଦସ୍ୟ।

ମାଷ୍ଟରମାଇଣ୍ଡ ପ୍ରେମାନନ୍ଦ ସାମଲ ସମେତ ଅନ୍ୟ ସହଯୋଗୀଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ।

ଏହି ଲୁଟ୍ ପାଇଁ ବାହାର ରାଜ୍ୟରୁ ଅପରାଧୀଙ୍କୁ ଡକାଇଥିଲେ ଅଭିଯୁକ୍ତ।

Advertisment ଯୋଜନା ମୁତାବକ ସୁନା ଦୋକାନରେ ଲୁଟ୍ କରିବାକୁ ପ୍ରସ୍ତୁତି ଚାଲିଥିଲା।

ତେବେ ଘଟଣା ସମ୍ପର୍କିତ ସିସିଟିଭି ଫୁଟେଜ୍ ଯାଞ୍ଚ ଓ ତଦନ୍ତ ପରେ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ପୋଲିସ।

ମାଷ୍ଟରମାଇଣ୍ଡ ସମେତ ଗ୍ୟାଙ୍ଗର ସଦସ୍ୟଙ୍କୁ କାବୁ କରିବା ସହ ଲୁଟ୍ ଯୋଜନାକୁ ପଣ୍ଡ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ।....

ସୁନା ଦୋକାନରୁ ଲୁଟ୍ ପାଇଁ କରିଥିଲେ ମାଷ୍ଟରପ୍ଲାନ୍ ଫେଲ୍ ମାରିଲା ଅପରାଧୀଙ୍କ ସବୁ ଯୋଜନା ଲୁଟ୍ ଉଦ୍ୟମ କରିବା ପୂର୍ବରୁ ଧରାପଡ଼ିଲେ ମାଷ୍ଟରମାଇଣ୍ଡ ସମେତ ଅନ୍ୟ ସହଯୋଗୀ ଗିରଫ ସିସିଟିଭି ଫୁଟେଜ୍ ଯାଞ୍ଚ ଓ ତଦନ୍ତ ପରେ ପର୍ଦ୍ଦାଫାସ ଲୁଟ୍ ଯୋଜନାକୁ ପଣ୍ଡ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)