Opposition Grows Against Animated Film on Lord Jagannath; Devotees Seek Withdrawal
#ମହାପ୍ରଭୁଙ୍କ_କାର୍ଟୁନ୍_ସିନେମାକୁ_ବିରୋଧ
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପରେ ନିର୍ମିତ କାର୍ଟୁନ୍ ସିନେମାକୁ ନେଇ ତେଜୁଛି ବିରୋଧ। ଆଜି ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଜଗନ୍ନାଥପ୍ରେମୀ ଏଭଳି କାର୍ଟୁନ୍ ଫିଲ୍ମ ଜଗନ୍ନାଥ ସଂସ୍କୃତି ବିରୋଧୀ ବୋଲି କହିଛନ୍ତି। ତାସହ କହିଛନ୍ତି, ଏଥିରେ ମହାପ୍ରଭୁଙ୍କୁ ବିକୃତ କରି ଦର୍ଶାଯାଇଛି। ତେଣୁ ସମ୍ପୃକ୍ତ ଆନିମେସନ ଚଳଚ୍ଚିତ୍ରର ନିର୍ମାତା ଏହି ଚଳଚ୍ଚିତ୍ର ପ୍ରଦର୍ଶନରୁ କ୍ଷାନ୍ତ ରୁହନ୍ତୁ ବୋଲି ଦାବି କରିଛନ୍ତି ଜଗନ୍ନାଥ ପ୍ରେମୀ। ଅପରପକ୍ଷରେ ସେନସର ବୋର୍ଡର ଅନୁମୋଦନ ହୋଇଥିବା ଦର୍ଶାଇ ସୁପ୍ରିମକୋର୍ଟ ଏ ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି। ଯାହା କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି। ତେଣୁ ସେନସର୍ ବୋର୍ଡ ତୁରନ୍ତ ଏ ଚଳଚ୍ଚିତ୍ରର ସାର୍ଟିଫିକେଟ ବାତିଲ କରିବାକୁ ସେମାନେ ଦାବି କରିଛନ୍ତି। ଏପରିକି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏ ପ୍ରସଙ୍ଗରେ ତୁରନ୍ତ ହସ୍ତକ୍ଷେପ କରନ୍ତୁ। ନଚେତ୍ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଜଗନ୍ନାଥପ୍ରେମୀ। ଏନେଇ ସଂପୃକ୍ତ ଫିଲ୍ମର ନିର୍ମାତା କିମ୍ବା ପ୍ରଯୋଜନା ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରୟା ମିଳିପାରିନି।
#Jagannath#AnimatedFilm#OdishaNews#Angul#JagannathCulture#OdishaTV#OTV
Opposition to the animated film based on Lord Jagannath intensified as Jagannath devotees addressed a press conference at Shaila Srikhetra in Angul. According to the source, they alleged that the film misrepresents Lord Jagannath and is contrary to Jagannath culture. The devotees urged the filmmakers to refrain from releasing the animated film.
The source further states that the protesters demanded the Central Board of Film Certification (CBFC) immediately revoke the film's certification and called upon both the Central and Odisha governments to intervene. They also warned of launching an agitation if their demands are not addressed. The source mentions that the Supreme Court did not intervene, citing the film's CBFC certification.
According to the source, no response was available from the film's producer or production house regarding the allegations and demands made by the devotees.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।