Only Four Days of Panchuka This Year: ପଞ୍ଚୁକ ମାତ୍ର ୪ ଦିନ! କେବେ ପଡ଼ିବ କାର୍ତ୍ତିକ ପୂର୍ଣ୍ଣିମା?

Nov 16, 2026 - 16:15
Only Four Days of Panchuka This Year: ପଞ୍ଚୁକ ମାତ୍ର ୪ ଦିନ! କେବେ ପଡ଼ିବ କାର୍ତ୍ତିକ ପୂର୍ଣ୍ଣିମା?

କାର୍ତ୍ତିକ ପୂର୍ଣ୍ଣିମାକୁ ନେଇ ପୁଣି ଦେଖାଦେଇଛି ଦ୍ବନ୍ଦ୍ବ।

ତେବେ ଏଥର ପଞ୍ଚୁକକୁ ନେଇ ଦ୍ବନ୍ଦ୍ବ ରହିଛି।

ଚଳିତ ଥର ୪ ଦିନ ପଡୁଛି ପଞ୍ଚୁକ।

ଆସନ୍ତା ୨୧ ତାରିଖରୁ ଆରମ୍ଭ ହେଉଛି ପଞ୍ଚୁକ।

୨୧ ତାରିଖ ସକାଳ ୬ଟା ୩୨ ସୁଦ୍ଧା ଏକାଦଶୀ ତିଥି ସରିଯାଉଛି।

ଏହାପରେ ଦ୍ବାଦଶୀ ତିଥି ଆରମ୍ଭ ହେଉଛି।

ସେହିଦିନ ଭୋର ୪ଟା ୫୭ ମିନିଟରେ ଆରମ୍ଭ ହେଉଛି ତ୍ରୟୋଦଶୀ ତିଥି।

ସୂର୍ଯ୍ୟୋଦୟ ପୂର୍ବରୁ ତ୍ରୟୋଦଶୀ ଆରମ୍ଭ ହେଉଛି ଏହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହେଉଛି।

Advertisment ଗୋଟିଏ ଦିନ ଏକାଦଶୀ, ଦ୍ବାଦଶୀ ଓ ତ୍ରୟୋଦଶୀ ତିଥି ପଡୁଥିବାରୁ ଶ୍ରଦ୍ଧାଳୁ ଦ୍ବନ୍ଦ୍ବରେ ପଡିଛନ୍ତି।

ପରମ୍ପରା ଅନୁଯାୟୀ ସୂର୍ଯ୍ୟୋଦୟ ସମୟରେ ଯେଉଁ ତିଥି ଥାଏ ସେହି ଦିନ ହିଁ ପର୍ବପର୍ବାଣୀ ପାଳନ କରାଯାଏ।

ଯେହେତୁ ନଭେମ୍ବର ୨୪ ତାରିଖ ସୂର୍ଯ୍ୟୋଦୟ ସମୟରେ ପୂର୍ଣ୍ଣିମା ତିଥି ରହୁଛି, ତେଣୁ ଓଡ଼ିଶା ସମେତ ସାରା ଦେଶରେ ନଭେମ୍ବର ୨୪ ମଙ୍ଗଳବାର ଦିନ ହିଁ କାର୍ତ୍ତିକ ପୂର୍ଣ୍ଣିମା ପାଳିତ ହେବ।

୨୪ ତାରିଖ ସକାଳେ ବୋଇତ ବନ୍ଦାଣ ପାଳନ କରାଯିବ।

ଜ୍ୟୋତିର୍ବିଦମାନେ ଏହା କହିଛନ୍ତି ।

ପୁଣି କାର୍ତ୍ତିକ ପୂର୍ଣ୍ଣିମା ଦ୍ବନ୍ଦ୍ବ !

ପଞ୍ଚୁକକୁ ନେଇ ଏଥର ଦ୍ବନ୍ଦ୍ବ ଏଥର ୪ ଦିନ ପଡୁଛି ପଞ୍ଚୁକ ୨୧ ତାରିଖରେ ଆରମ୍ଭ ହେଉଛି ପଞ୍ଚୁକ ୨୪ ତାରିଖରେ ପଡୁଛି କାର୍ତ୍ତିକ ପୂର୍ଣ୍ଣିମା ଏଥର ୪ ଦିନ ପାଳନ ହେବ ପଞ୍ଚୁକ ନିତି ପଞ୍ଚୁକରେ ଶ୍ରୀଜିଉଙ୍କ ୪ଟି ବେଶ ଅନୁଷ୍ଠିତ ହେବ ଗୋଟିଏ ଦିନ ଏକାଦଶୀ, ଦ୍ବାଦଶୀ ଓ ତ୍ରୟୋଦଶୀ ତିଥି ପଡୁଛି ୨୧ ତାରିଖ ସକାଳ ୬ଟା ୩୨ ସୁଦ୍ଧା ସରୁଛି ଏକାଦଶୀ ତିଥି ୨୧ ତାରିଖରେ ପଡୁଛି ଦ୍ବାଦଶୀ ତିଥି ୨୧ ଭୋର ୪ଟା ୫୭ ମିନିଟରୁ ଆରମ୍ଭ ହେଉଛି ତ୍ରୟୋଦଶୀ ତିଥି ୨୪ ତାରିଖରେ ପାଳନ ହେବ ବୋଇତ ବନ୍ଦାଣ ତିଥି ୨୪ ତାରିଖରେ ଡଙ୍ଗା ଭସାଇବେ ଶ୍ରଦ୍ଧାଳୁ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)