Odisha Cyclone Alert: ବାରମ୍ବାର ବଦଳୁଛି ବାତ୍ୟା ଅକୱାନ୍‌ର ଗତିପଥ: ଓଡ଼ିଶାରେ ହେବ ଲ୍ୟାଣ୍ଡଫଲ୍‌!

Nov 19, 2026 - 09:11
Odisha Cyclone Alert: ବାରମ୍ବାର ବଦଳୁଛି ବାତ୍ୟା ଅକୱାନ୍‌ର ଗତିପଥ: ଓଡ଼ିଶାରେ ହେବ ଲ୍ୟାଣ୍ଡଫଲ୍‌!

ବାରମ୍ବାର ଦିଗ ବଦଳାଉଛି ବାତ୍ୟା ଅକୱାନ।

ଉତ୍ତର ଦିଗରେ ଗତି କରି ଓଡି଼ଶା ଆଡ଼କୁ ମାଡି ଆସୁଛି ବାତ୍ୟା ଅକୱାନ।

ଏବେ ଘଣ୍ଟାପ୍ରତି ୫ କିମି ବେଗରେ ଗତି କରୁଛି ବାତ୍ୟା।

କଳିଙ୍ଗପଟନମ ଠାରୁ ୪୯୦ କିମି ଏବଂ ଗୋପାଳପୁର ଠାରୁ ୫୮୦ କିମି ଏବଂ ପୁରୀଠାରୁ ୬୪୦ କିମି ଦୂରରେ ରହିଛି ବାତ୍ୟା ଅକୱାନ।

Advertisment 'ସମ୍ଭାବ୍ୟ ବାତ୍ୟା ଗତି ବଦଳାଇ ଓଡ଼ିଶାର ଲ୍ୟାଣ୍ଡଫଲ କରିବ ବୋଲି ସ୍ପଷ୍ଟ ହୋଇଛି।

'ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୯୦ରୁ ୧୦୦ କିମି ରହିବ।

ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)