NTA Recruitment : ଏନଟିଏରେ କାମ କରିବାକୁ ଆଗ୍ରହୀ ପ୍ରାର୍ଥୀମାନଙ୍କ ପାଇଁ ଚାକିରି ସୁଯୋଗ

Nov 14, 2026 - 14:30
NTA  Recruitment : ଏନଟିଏରେ କାମ କରିବାକୁ ଆଗ୍ରହୀ ପ୍ରାର୍ଥୀମାନଙ୍କ ପାଇଁ ଚାକିରି ସୁଯୋଗ

ନୂଆଦିଲ୍ଲୀ: ଜାତୀୟ ପରୀକ୍ଷା ଏଜେନ୍ସି ପକ୍ଷରୁ ଡାଇରେକ୍ଟର ଗ୍ରୁପ୍-ଏ, ଜଏଣ୍ଟ ଡାଇରେକ୍ଟର ଓ ରିସର୍ଚ୍ଚ ସାଇଣ୍ଟିଷ୍ଟ ଗ୍ରୁପ୍-ସି ସମେତ ବିଭିନ୍ନ ପଦବିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଯେଉଁ ପ୍ରାର୍ଥୀମାନେ ଏନଟିଏରେ କାମ କରିବାକୁ ଆଗ୍ରହୀ, ସେମାନେ ଅଫଲାଇନ୍ ମାଧ୍ୟମରେ ଏହି ପଦବିଗୁଡ଼ିକ ପାଇଁ ଆବେଦନ କରିପାରିବେ।

୨୦୨୬ ଡିସେମ୍ବର ୧ ଆବେଦନ ଦାଖଲ କରିବାର ଶେଷ ତାରିଖ ।

ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନେ ନିଜର ଯୋଗ୍ୟତା ମାନଦଣ୍ଡ ଯାଞ୍ଚ କରିନେବା ଉଚିତ୍।

Advertisment ଐତିହାସିକ କଟକ ବାଲିଯାତ୍ରାକୁ ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)