NTA Recruitment : ଏନଟିଏରେ କାମ କରିବାକୁ ଆଗ୍ରହୀ ପ୍ରାର୍ଥୀମାନଙ୍କ ପାଇଁ ଚାକିରି ସୁଯୋଗ
ନୂଆଦିଲ୍ଲୀ: ଜାତୀୟ ପରୀକ୍ଷା ଏଜେନ୍ସି ପକ୍ଷରୁ ଡାଇରେକ୍ଟର ଗ୍ରୁପ୍-ଏ, ଜଏଣ୍ଟ ଡାଇରେକ୍ଟର ଓ ରିସର୍ଚ୍ଚ ସାଇଣ୍ଟିଷ୍ଟ ଗ୍ରୁପ୍-ସି ସମେତ ବିଭିନ୍ନ ପଦବିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଯେଉଁ ପ୍ରାର୍ଥୀମାନେ ଏନଟିଏରେ କାମ କରିବାକୁ ଆଗ୍ରହୀ, ସେମାନେ ଅଫଲାଇନ୍ ମାଧ୍ୟମରେ ଏହି ପଦବିଗୁଡ଼ିକ ପାଇଁ ଆବେଦନ କରିପାରିବେ।
୨୦୨୬ ଡିସେମ୍ବର ୧ ଆବେଦନ ଦାଖଲ କରିବାର ଶେଷ ତାରିଖ ।
ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନେ ନିଜର ଯୋଗ୍ୟତା ମାନଦଣ୍ଡ ଯାଞ୍ଚ କରିନେବା ଉଚିତ୍।
Advertisment ଐତିହାସିକ କଟକ ବାଲିଯାତ୍ରାକୁ ଉଦ୍ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
