ଭଲିରେ ଭାରତର ମିଳିଲା ବ୍ରୋଞ୍ଜ
Jun 28, 2026 - 21:20
ଅହମ୍ମଦାବାଦରେ,୨୮।୬: AVC କପ୍ ପୁରୁଷ ଭଲିବଲରେ ଭାରତକୁ ବ୍ରୋଞ୍ଜ ପଦକ ମିଳିଛି। ଡିଫେଣ୍ଡିଂ ଚାମ୍ପିୟନ ବାହାରିନକୁ ୪ ସେଟ୍ ମୁକାବିଲାରେ ଭାରତ ହରାଇ ଏହି ପଦକ ହସଲ କରିଛି। ପ୍ରଥମ ଥର ପାଇଁ ପଦକ ଜିତି ଐତିହାସିକ ସଫଳତା ପାଇଲା ଭାରତ
The post ଭଲିରେ ଭାରତର ମିଳିଲା ବ୍ରୋଞ୍ଜ appeared first on Dharitri Odia News.