Newly Built Luna Bridge Wall Collapses: ଉଦଘାଟନ ପୂର୍ବରୁ ଭୁଶୁଡିଲା ସେତୁ ୱାଲ ବନ୍ଧ; ୬ କୋଟି ଟଙ୍କାରେ ନିର୍ମାଣ ହୋଇଥିଲା

Jul 05, 2026 - 14:00
Newly Built Luna Bridge Wall Collapses:  ଉଦଘାଟନ ପୂର୍ବରୁ ଭୁଶୁଡିଲା ସେତୁ ୱାଲ ବନ୍ଧ; ୬ କୋଟି ଟଙ୍କାରେ ନିର୍ମାଣ ହୋଇଥିଲା

ଉଦଘାଟନ ପୂର୍ବରୁ ଭୁଶୁଡିଲା ସେତୁ ୱାଲ ବନ୍ଧ। ପୁରୀ ଜିଲ୍ଲା ଡେଲାଙ୍ଗ ଡାକପଡା ଲୁଣା ସେତୁର ପଥର ୱାଲ ଓ ପିଚୁ ରାସ୍ତା ଭୁଶୁଡି ପଡିଛି। ୨୦ ଫୁଟ ତଳକୁ ଧସେଇ ଯାଇଛି ପଥର ୱାଲ। 

୬ କୋଟି ଟଙ୍କାରେ ନିର୍ମାଣ ହୋଇଥିଲା ସେତୁ। ଠିକାଦାର ଯନ୍ତ୍ରୀ ଓ SDOଙ୍କ ବିରୋଧରେ କଡା କାର୍ଯାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକେ l

  • ଉଦଘାଟନ ପୂର୍ବରୁ ଭୁଶୁଡିଲା ସେତୁ ୱାଲ ବନ୍ଧ
  • ଡେଲାଙ୍ଗ ଡାକପଡା ଲୁଣା ସେତୁର ପଥର ୱାଲ ଭୁଶୁଡି ପଡିଛି
  • ୨୦ ଫୁଟ ତଳକୁ ଧସେଇ ଯାଇଛି ପଥର ୱାଲ
  • ୬ କୋଟି ଟଙ୍କାରେ ନିର୍ମାଣ ହୋଇଥିଲା ସେତୁ
  • ଠିକାଦାର ଯନ୍ତ୍ରୀ ଓ SDOଙ୍କ ବିରୋଧରେ କଡା କାର୍ଯାନୁଷ୍ଠାନ ଦାବି