Netherland Coach: ଜାଭି ହେଲେ ନେଦରଲାଣ୍ଡ୍‌ସ ପ୍ରଶିକ୍ଷକ

Aug 13, 2026 - 12:08
Netherland Coach: ଜାଭି ହେଲେ ନେଦରଲାଣ୍ଡ୍‌ସ ପ୍ରଶିକ୍ଷକ

"ନୂଆଦିଲ୍ଲୀ: ସ୍ପେନ୍‌ର ମହାନ ଫୁଟ୍‌ବଲର୍‌ ଜାଭି ହର୍ନାନ୍‌ଡେଜ୍‌ଙ୍କୁ ନେଦରଲାଣ୍ଡ୍‌ସ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତି କରିଛି।

ତାଙ୍କ କାର୍ଯ୍ୟକାଳ ୨୦୩୦ ଫିଫା ବିଶ୍ବକପ୍‌ ପର୍ଯ୍ୟନ୍ତ ରହିବ ବୋଲି ଡଚ୍‌ ଫୁଟ୍‌ବଲ୍‌ ମହାସଂଘ କହିଛି।

ରୋନାଲ୍ଡ କୋଏମାନଙ୍କ ସ୍ଥାନରେ ୪୬ ବର୍ଷୀୟ ଏହି ସ୍ପେନ୍‌ ତାରକା ଦାୟିତ୍ବ ନେବେ।

ସେ ୧୯୭୮ ପରେ ନେଦରଲାଣ୍ଡ୍‌ସର ପ୍ରଥମ ବିଦେଶୀ ପ୍ରଶିକ୍ଷକ ହୋଇଛନ୍ତି।Advertisment ୨୦୧୮ରୁ ୨୦୨୦ ପର୍ଯ୍ୟନ୍ତ ପ୍ରଶିକ୍ଷକ ଥିଲେ ତାଙ୍କ ପୂର୍ବରୁ ବିଦେଶୀ ପ୍ରଶିକ୍ଷକ ଅଷ୍ଟ୍ରିଆର ଏର୍ନଷ୍ଟ୍‌ ହାପେଲଙ୍କ ନେତୃତ୍ବରେ ଦଳ ୧୯୭୮ ବିଶ୍ବକପ୍‌ ଖେଳିଥିଲା।

ବାର୍ସିଲୋନା ସହ ୩ ଋତୁ କାର୍ଯ୍ୟ କରିବା ପରେ ଜାଭି ୨୦୨୪ରେ ପଦ ଛାଡ଼ିଥିଲେ।

ଏହା ପରଠୁ ସେ ପ୍ରଶିକ୍ଷଣଠୁ ଦୂରେଇ ରହିଥିଲେ।

ବିଶ୍ବକପ୍‌ ରାଉଣ୍ଡ-୩୨ରେ ମରକ୍କୋଠୁ ପେନାଲଟିରେ ନେଦରଲାଣ୍ଡ୍‌ସ ହାରିବା ପରେ କୋଏମାନ ପଦ ଛାଡ଼ିଥିଲେ।

୨୦୨୩ରେ ଦ୍ବିତୀୟ ଥର ଲାଗି କୋଏମାନଙ୍କୁ ନେଦରଲାଣ୍ଡ୍‌ସ ପ୍ରଶିକ୍ଷଣ ଦାୟିତ୍ବ ଦେଇଥିଲା।

ପୂର୍ବରୁ ସେ ୨୦୧୮ରୁ ୨୦୨୦ ପର୍ଯ୍ୟନ୍ତ ଦଳର ପ୍ରଶିକ୍ଷକ ଥିଲେ।

Hardik Pandya: ହାର୍ଦିକଙ୍କୁ ଝଟକା: ଅଧିନାୟକତ୍ବ ଦାବି ଯୋଗୁଁ ଜିଟି କଲାନି ଚୁକ୍ତି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)