Naveen Patnaik Big Announcement: ସୁଜାତା ସାମିଲ ପରେ ନବୀନଙ୍କ ବଡ଼ ଘୋଷଣା, ମୁଁ ହିଁ ଦଳର...

Jun 25, 2026 - 13:27
Naveen Patnaik Big Announcement: ସୁଜାତା ସାମିଲ ପରେ ନବୀନଙ୍କ ବଡ଼ ଘୋଷଣା, ମୁଁ ହିଁ ଦଳର...

Naveen Patnaik Big Announcement: ସୁଜାତା ସାମିଲ ପରେ ନବୀନଙ୍କ ବଡ଼ ଘୋଷଣା, ମୁଁ ହିଁ ଦଳର...

ସୁଜାତା କାର୍ତ୍ତିକେୟନ ବିଜୁ ଜନତା ଦଳରେ ସାମିଲ ହେବା ପରେ ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି। ଏହାପରେ ନବୀନ ପଟ୍ଟନାୟକ ୨୦୨୯ ନିର୍ବାଚନରେ ନେତୃତ୍ୱ ନେବା ନେଇ ସ୍ପଷ୍ଟ ଘୋଷଣା କରିଛନ୍ତି।

author-image
Manoj Kumar Rout
25 Jun 2026 13:12 IST
Naveen Patnaik Big Announcement

Naveen Patnaik Big Announcement Photograph: (OTV)

ବିଜେଡିରେ ସୁଜାତା କାର୍ତ୍ତିକେୟନ ସାମିଲ ହେବା ପରେ ନବୀନ ପଟ୍ଟନାୟକ ବଡ଼ ଘୋଷଣା। ନବୀନ କହିଛନ୍ତି, ୨୦୨୯ ନିର୍ବାଚନରେ ମୁଁ ହିଁ ଦଳର ନେତୃତ୍ୱ ନେବି। ମୋ ନେତୃତ୍ୱରେ ହିଁ ବିଜୁ ଜନତା ଦଳ ନିର୍ବାଚନ ଲଢ଼ିବ ବୋଲି ସେ ସ୍ପଷ୍ଟ କରିଛନ୍ତି।