Murder: ସ୍ତ୍ରୀକୁ ପିଟିପିଟି ମାରିଲା ସ୍ବାମୀ, ବାଡ଼ିରେ ପୋତି ଦେଇଥିଲା

Aug 29, 2026 - 14:34
Murder: ସ୍ତ୍ରୀକୁ ପିଟିପିଟି ମାରିଲା ସ୍ବାମୀ, ବାଡ଼ିରେ ପୋତି ଦେଇଥିଲା

"ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଇନ୍ଦିପୁର ଗ୍ରାମ ଯୁଆଙ୍ଗ ସାହିରେ ଗତକାଲି ରାତିରେ କୌଶଲ୍ୟା ପଧାନଙ୍କୁ ତାଙ୍କ ସ୍ୱାମୀ ଗିରିଶ ପଧାନ ପିଟିପିଟି ମାରିଥିଲେ।

ସେ ମରିଯିବାରୁ ତାଙ୍କୁ ଘର ପଛପଟ ବାଡ଼ିରେ ପୋତି ଦେଇଥିଲେ।Advertisment ଅଭିଯୁକ୍ତ ସ୍ୱାମୀ ଗିରଫ ଗ୍ରାମବାସୀଙ୍କଠୁ ଖବର ପାଇ ଆଜି ସଦର ଥାନା ପୁଲିସ ଗ୍ରାମରେ ପହଞ୍ଚି ଶବକୁ ଜବତ କରିଥିଲେ।

ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଥିବା ସଦର ଥାନା ଅଧିକାରୀ ପ୍ରିୟବ୍ରତ ଦାସ ସୂଚନା ଦେଇଛନ୍ତି।

Migrant Worker: ଆନ୍ଧ୍ରରେ ଅଟୋ ଓଲଟି ଦାଦନ ଶ୍ରମିକଙ୍କ ମୃତ୍ୟୁ, ମାସକରେ ୧୧ ଶ୍ରମିକ ମୃତ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)