Murder: ସମ୍ବଲପୁରରେ ଚାଞ୍ଚଲ୍ୟ: ଯୁବକଙ୍କୁ ହତ୍ୟା

Aug 12, 2026 - 10:24
Murder: ସମ୍ବଲପୁରରେ ଚାଞ୍ଚଲ୍ୟ: ଯୁବକଙ୍କୁ ହତ୍ୟା

"ସମ୍ବଲପୁର: ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ମା ପାଟଣେଶ୍ୱରୀ ମନ୍ଦିର ପଛ ପଟେ ଜଣେ ବ୍ୟକ୍ତିଙ୍କୁ ହତ୍ୟା ହୋଇଥିବା ଅଭିଯୋଗ l ବିଳମ୍ବିତ ରାତି ପ୍ରାୟ ୨ଟା ରୁ ୩ଟା ମଧ୍ଯରେ ଘଟିଛି ଘଟଣା l କିଛି ଯୁବକ ଉକ୍ତ ବ୍ୟକ୍ତିଙ୍କୁ ଲୁଟ ଉଦ୍ୟମ କରିଥିବା ଅନୁମାନ କରୁଛି ପୁଲିସ lAdvertisment ମୃତକଙ୍କ ପରିଚୟ ମିଳି ପାରିନାହିଁ ଲୁଟ୍ ବିଫଳ ହେବାରୁ ଯୁବକମାନେ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି l ମୃତକଙ୍କ ପରିଚୟ ମିଳି ପାରିନାହିଁ l ମୃତଦେହକୁ ଜବତ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି l ଏହି ହତ୍ୟା ଘଟଣା ସନ୍ଦେହରେ ଦୁଇ ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି l Cattle smuggling: ବେଆଇନ୍ ଗୋଚାଲାଣ କଣ୍ଟେନର୍‌କୁ ଧରିଲେ ବିଶ୍ୱ ହିନ୍ଦୁ ପରିଷଦର କର୍ମୀ, ୩୦ରୁ ଅଧିକ ଗୋରୁ ଉଦ୍ଧାର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media