Murder: ନୃଶଂସ ଜ୍ୱାଇଁର କଟୁରି ଚୋଟରେ ଶଶୁର ମୃତ, ଅଭିଯୁକ୍ତ ଅଟକ

Aug 26, 2026 - 11:25
Murder: ନୃଶଂସ ଜ୍ୱାଇଁର କଟୁରି ଚୋଟରେ ଶଶୁର ମୃତ, ଅଭିଯୁକ୍ତ ଅଟକ

"କୁଚିଣ୍ଡା: ଶଶୁରଙ୍କୁ କଟୁରିରେ ହାଣି ହତ୍ୟା କଲା ଜ୍ୱାଇଁ।

ଘରୋଇ କଳହକୁ ନେଇ ଗତ ରାତିରେ ଘଟିଛି ଏଭଳି ନିର୍ମମ ହତ୍ୟାକାଣ୍ଡ।

ଏହି ଘଟଣା ଘଟିଛି ବାମରା ଗୋବିନ୍ଦପୁର ଥାନା ମହୁଲଛାପଲ ଗାଁରେ।

ମୃତକ ଶଶୁର ହେଲେ କାଲୋ କଚ୍ଛପ।Advertisment ଶଶୁରଙ୍କ ସହ ଜ୍ବାଇଁର ବଚସା ହୋଇଥିଲା ଗତକାଲି ଜ୍ୱାଇଁ ଶଶୁର ଘରକୁ ଆସିଥିଲେ।

ପରେ  କୌଣସି କଥାକୁ ନେଇ ଶଶୁରଙ୍କ ସହ ଜ୍ବାଇଁର ବଚସାହୋଇଥିଲା।

ଏହାପରେ ଉତକ୍ଷିପ୍ତ ହୋଇ ଜ୍ବାଇଁ ଶଶୁରଙ୍କୁ କଟୁରିରେ ହାଣି ହତ୍ୟା କରିଥିଲା।

ଏହାପରେ ସେ ଘରୁ ଫେରାର ମାରିଥିଲା।

ପାଖ ଜଙ୍ଗଲରେ ଲୁଚିଥିବା ବେଳେ ଆଜି ଅଭିଯୁକ୍ତ ଜ୍ୱାଇଁକୁ ପୁଲିସ ଧରି ଥାନାରେ ଅଟକ ରଖି ଅଧିକ ତଦନ୍ତଚଳାଇଛି ଗୋବିନ୍ଦପୁର ପୁଲିସ।

No More: ଅଜୟ ଦେବଗନଙ୍କୁ ବ୍ରେକ୍ ଦେଇଥିବା ନିର୍ଦ୍ଦେଶକ କୁକୁ କୋହଲି ଆଉ ନାହାନ୍ତି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)