Murder: ଦିଲ୍ଲୀର ୨୧ ବର୍ଷୀୟା ମଡେଲଙ୍କୁ ଘରେ ଛୁରି ଭୁସି ହତ୍ୟା: ଜିମ୍ ପ୍ରଶିକ୍ଷକଙ୍କୁ ଦାୟୀ କଲେ ପରିବାର

Aug 27, 2026 - 11:52
Murder: ଦିଲ୍ଲୀର ୨୧ ବର୍ଷୀୟା ମଡେଲଙ୍କୁ ଘରେ ଛୁରି ଭୁସି ହତ୍ୟା: ଜିମ୍ ପ୍ରଶିକ୍ଷକଙ୍କୁ ଦାୟୀ କଲେ ପରିବାର

"ନୂଆଦିଲ୍ଲୀ: ଦିଲ୍ଲୀରେ ଥିବା ତାଙ୍କ ଭଡା ଘରେ ମୁସ୍କାନ ନାମକ ଜଣେ ୨୧ ବର୍ଷୀୟା ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି।

ମୁସ୍କାନ ଏକାକୀ ଘରେ ଥିବା ସମୟରେ ଅଭିଯୁକ୍ତ ଘରେ ପ୍ରବେଶ କରି ବାରମ୍ବାର ତାଙ୍କୁ ଛୁରିରେ ଆକ୍ରମଣ କରି ହତ୍ୟା କରିଛି।

ମୁସ୍କାନ ତିଲକ ନଗରର ନ୍ୟୁ ମହାବୀର ନଗର ଅଞ୍ଚଳରେ ଏକ ଭଡା ଘରେ ରହୁଥିଲେ।

ତାଙ୍କ ଶରୀରରେ ଛୁରାମାଡ଼ ଯୋଗୁ ଅନେକ କ୍ଷତ ସୃ‌ଷ୍ଟି ହୋଇଥିଲା ଓ ପରେ ଏକ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା।

ମୁସ୍କାନ ଜଣେ ଛାତ୍ରୀ ଥିଲେ ଓ ଜଣେ ମଡେଲ ଭାବରେ ମଧ୍ୟ କାମ କରୁଥିଲେ।Advertisment ଛୁରି ଭୁସି ହତ୍ୟା ମୁସ୍କାନ ଯେଉଁ ଜିମ୍‌କୁ ଯାଉଥିଲେ ଅଭିଯୁକ୍ତ ଇମ୍ରାନ ସେଠାରେ ଜଣେ ଜିମ୍ ପ୍ରଶିକ୍ଷକ ଥିଲା ବୋଲି ଜଣାପଡ଼ିଛି।

ସେ ବର୍ତ୍ତମାନ ଫେରାର୍ ଅଛି ଓ ପୁଲିସ ଅନେକ ଦଳ ଗଠନ କରି ତାଙ୍କୁ ଖୋଜୁଛି।

ପରିବାରର ନିକଟତମ ଲୋକଙ୍କ ଅନୁଯାୟୀ, ଇମ୍ରାନ ଏହି ହତ୍ୟାକାଣ୍ଡ ଘଟାଇଛି।

ମୁସ୍କାନର ଭାଇ ଆକାଶ ପୁଲିସ ଓ ପରିବାର ସଦସ୍ୟଙ୍କୁ କହିଛନ୍ତି ଯେ, ଇମ୍ରାନ ମୁସ୍କାନଙ୍କୁ ଛୁରି ଭୁସି ହତ୍ୟା କରିଛି।

ହତ୍ୟାକାଣ୍ଡରେ ଇମ୍ରାନଙ୍କୁ ଖୋଜିବା ପାଇଁ ପୁଲିସ ଏକାଧିକ ଦଳ ନିୟୋଜିତ କରିଛି।

ଏହି ଘଟଣା ପରେ ଅଭିଯୁକ୍ତ ଫେରାର ଥିବା ବେଳେ ତାଙ୍କୁ ଖୋଜିବା ପାଇଁ ପୁଲିସ ଏକାଧିକ ଦଳ ନିୟୋଜିତ କରିଛି।

America: ଆମେରିକା ଛାତିରେ ବିପଦ: ୩୩ ଲକ୍ଷ ଲୋକଙ୍କ ମୁଣ୍ଡ ଉପରେ ଲଟକିଛି ନିଷ୍କ୍ରିୟ ଜ୍ୱାଳାମୁଖୀ ମାଉଣ୍ଟ ରେନିୟରର ସଙ୍କଟ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Master Data Analytics

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)